logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବିରୁଡି
ସୁର୍‌ପାଙ୍
ବିରୁଡ଼ି ବସା ଭାଙ୍ଗ ନାହିଁ ।
ସୁର୍‌ପାଙ୍ ଚାତା ଆଲପେ ରାପୁଡ଼ିଆ ।

ଭଅଁର
ଉରୁ
ଭଅଁର ଉଡ଼ି ବୁଲୁଛି ।
ଉରୁ ଆପିର୍ ବାଆନ୍ ତାନା ।

ମଶା
ସିକିଏଁ
ଧୂଆଁଦେଲେ ମଶା ରହେ ନାହିଁ ।
ମଃଅଏଁରେ ସିକିଏଁ କ କାକ ତାଇନା ।

ମାଙ୍କଡ଼ସା
ଜିଲିଂ ଜାଟା ବିନ୍ଦିଇ ରାମ
ଘରେ ମାଙ୍କଡ଼ସା ବସା ବାନ୍ଧିଛି ।
ଅଓ୍ୱାଃରେ ଜିଲିଂକାଟା ବିନ୍ଦିଇରାମ୍ ଜାଲିଃବାଇ ତାଡ଼ା ।

ରେଶମ ପୋକ
ତୁ'ତୁ ଲୁଗାମ୍
ରେଶମ ପୋକ ତୁତ ଗଛରେ ପତ୍ର ଖାଏ ।
ତୁ ତୁ ଲୁଗାମ୍ ତୁ'ତୁ ପାତା' ଏଃ ଜମା ।

ଶାଗ ପୋକ
ଆ'ଆଃ ଚିଦୁ
ଶାଗ ପୋକ ଶାଗ ଖାଇଗଲା ।
ଆ'ଆଃଚିଦୁ ଆ'ଆଃଏ ଜମ୍ କିଡ଼ା ।

ଉଇ
ନିନ୍ଦିର୍
ଉଇ ହୁଙ୍କାରେ ରହେ ।
ନିନ୍ଦିର୍ ବୁନୁରେଃ ତାଇନା ।

ସାଧବ ବୋହୂ
ସିମ୍‌ବୁ'ର୍ର୍
ସାଧବ ବୋହୂ ଭୁଇଁରେ ଚାଲିଛି ।
ସିମବୁର୍‍ ଅତେରେଃ ସେନା କାଡ଼ା ।

ଏଣ୍ଡୁଅ
ଦଣ୍ଡା,ଡଣ୍ଡା
ଏଣ୍ଡୁଅ ଗଛରେ ଚଢ଼ୁଛି ।
ଦଣ୍ଡା ଦାରୁରେ ଦେଃତାନା ।

ବିଭିନ୍ନ ପକ୍ଷୀ (ଚେଣେକ) (Different Birds)


logo