logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କଣ୍ଟା ଗଛ
ଜାନୁମ୍ ଦାରୁ
କଣ୍ଟା ଗଛରେ ବହୁତ କଣ୍ଟା ।
ଜାନୁମ୍‌ଦାରୁ ଏସୁ ଜାନୁମାନା ।

କଦଳୀ ଗଛ
କାଦାଲ ଦାରୁ
କଦଳୀ ଗଛ କାଟ ନାହିଁ ।
କାଦାଲ ଦାରୁ ଆଲପେ ମାଃୟା ।

ଖଜୁରୀ ଗଛ
କିଜୁରୀ ଦାରୁ
ଖଜୁରୀ ଗଛ ଲଗାଅ ।
କୁଜୁରୀ ଦାରୁ ରଆଏମ୍ ।

ଖଡ଼ିକା
ଚାରିଃ
ଖଡ଼ିକା ଆଣ ।
ଚାରିଃ ଆଗୁଇମ୍ ।

ଗବ ଗଛ
ଟଟକା ବିନ୍ଦିଦାରୁ
ଗବ ଗଛ ବାକିରେ ଲଗାଅ ନାହିଁ ।
ଟଟକା ବିନ୍ଦିଦାରୁ ବାକିରେ ଆଲପେ ରଆୟା ।

ଜଡା
ଜାଳା ବିନ୍ଦିଦାରୁ
ଜଡା ଗଛର ପୋକକୁ ଦେଖ ।
ଜାଳାବିନ୍ଦି ଦାରୁ ରିନିଃ ଚିଦୁ ନେଲିଇମ୍ ।

ଘାସ
ତାସାଦ/ଦୁମ୍ବୁ
ଦୁବ ଘାସ ଆଣ ।
ଦୁବିତାସାଡ୍ ଆଗୁଇମ୍ ।

ଶୁଖିଲା ଘାସ
ର'ତାସାଡ୍
ଶୁଖିଲା ଘାସ ଗାଇ ଖାଇଲା ନାହିଁ ।
ର'ତାସାଡ୍ ଗୁଣ୍ଡି କାଏଃ ଜ'ମେ ୟାନା ।

ଛତୁ
ଉଡ୍‍
ଛତୁ ତରକାରୀ କର ।
ଉଡ୍ଉତୁ ଇମ ।

ଜାଳେଣି କାଠ
ତିଙ୍ଗେ ସାଆନ
ଜାଳେଣି କାଠ ନାହିଁ ।
ତିଙ୍ଗେ ସାଆନ ବାନଃଆ ।


logo