logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବିଭିନ୍ନ ଫଳ (ଜଅକ)(Different Fruits)

ଫଳ
ଜଅ,କ
ଫଳ ଖାଅ ।
ଜଅ ଜମେମ୍‍ ।

କଞ୍ଚା ଫଳ
ବେରେଲ୍ ଜଅ
କଞ୍ଚାଫଳ ଖାଅ ନାହିଁ ।
ବେରେଲ୍ ଜଅ ଆଲମ୍ ଜ'ମା ।

ଅମୃତଭଣ୍ଡା
ବିନ୍ଦି
ଅମୃତଭଣ୍ଡା ପାଚିଲା ।
ବିନ୍ଦି ମାତାୟାନା ।

ଆମ୍ବ
ଉଲି
ଆମ୍ବ ମିଠା ଲାଗେ ।
ଉଲି ନଗଡ଼ା ।

ଆତ
ଡ଼ାମ୍ବାଉ, ମାନ୍ଦାଳ
ଆତ ଖାଅ ।
ଡାମ୍ବାଉ ଜମେମ ।

ଆମ୍ବଡ଼ା
ଆମ୍ବାଉ,ଆମ୍ବାଳା
ଆମ୍ବଡ଼ା ଖଟା ଲାଗେ ।
ଆମ୍ବାଉ ମରଏଃ ୟା ।

କଦଳୀ
କାଦାଲ‍
କଦଳୀ ଆଣ ।
କାଦାଲ ଆଗୁଇମ୍‍ ।

ପାଚିଲା କଦଳୀ
ମାତା କାଦାଲ
ପାଚିଲା କଦଳୀ କିଣି ଖାଅ ।
ମାତା କାଦାଲ୍ କରିଂକାତେ ଜମେମେ ।

କରମଙ୍ଗା
ମରଏଃ ହାତାନାଃ/ମରଏଃ ଆତାନାଃ
କରମଙ୍ଗା ଖଟା ଲାଗେ ।
ମରଏଃ ହାତାନାଃ ମରଏଃୟା ।


logo