logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କାକୁଡ଼ି
ତାୟାର
କାକୁଡି ଲଗାଅ ।
ତାୟାର ରୁଆଏମ୍ ।

କଷି କାକୁଡ଼ି
ବାଲେଃ ତାୟାର
କଷି କାକୁଡ଼ି କିଣି ଆଣ ।
ବାଲେଃ ତାୟାର କିରିଂ ଆଗୁଇମ୍‍ ।

କଖାରୁ
କାକାରୁ
କଖାରୁ ନିଅ ।
କାକାରୁ ଇଡ଼େମ୍ ।

କନ୍ଦମୂଳ
ଆଣିସାଙ୍ଗା/ଆଳିସାଙ୍ଗା
କନ୍ଦମୂଳ ମାଟିରେ ଫଳେ ।
ଆଣିସାଙ୍ଗା ହାସାରେ ଦାକାନା ।

କଲରା
କାର୍‌ଲା
କଲରା ପିତା ଲାଗେ ।
କାର୍‌ଲା ମେ'ରା ।

ଖଜୁରୀ
କିଜୁର୍
ଖଜୁରୀ ଗଛରେ ବହୁତ କଣ୍ଟା
କିଜୁର୍ ଦାରୁ ଏସୁ ଜାନୁମାନା ।

ଜାମୁକୋଳି
କୁଦା
ଜାମୁକୋଳି ଖାଇବାକୁ ଯିବା ।
କୁଦାମାତା ଜମବୁ ସେନଃୱା ।

ବରକୋଳି
ବାଇଦାରୁ
ବରକୋଳି ଗଛର ବର ଓହିଳିଛି ।
ବାଇଦାରୁରେ ଜରୟା କାନା ।

ଥୁଣ୍ଟାଗଛ
ଡୁଣ୍ଡୁଲିଦାରୁ
ଥୁଣ୍ଟା ଗଛର ଡାଲ ନାହିଁ ।
ଡୁଣ୍ଡୁଲି ଦାରୁ ରାଃ କତ ବାନଃଆ ।

ଅଶୋକ ଗଛ
ବାରୁ କନ୍ଦୁ ଦାରୁ
ଅଶୋକ ଗଛ କିଣି ଆଣ ।
ବାରୁ କିନ୍ଦୁ ଦାରୁ କିରିଂ ଆଗୁଇମ୍ ।


logo