logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଜନ୍ଦା
ଟଣ୍ଟ
ଜନ୍ଦା କାମୁଡ଼ିଲା ।
ଟଣ୍ଟ ହୁୱାଃ କିଡ଼ିଞ୍ଜା ।

ଶାଗ ପୋକ
ଆଃ ଚିଦୁ
ଶାଗରେ ପୋକ ଲାଗିଛି ।
ଆଆଃରେ ଚିଦୁ ମେନଃ କଆ ।

ବିଷ ଦାନ୍ତ
ମାଉରା ଦାଟା
ସାପର ବିଷାକ୍ତ ଦାନ୍ତ ଅଛି ।
ବିଂଙାଃ ମାଉରାଦାଟା ମିନାଃ ।

ବିଭିନ୍ନ ଫୁଲ (ବାଆକ) (Different Flowers)

ଫୁଲ
ବାଆ
ଫୁଲ ଫୁଟିଛି ।
ବାଆ ପୁଟେୱାକାନା ।

କଇଁ
ସାଲୁକେଡ୍
କଇଁ ଫୁଟିଛି ।
ସାଲୁକେଡ୍ ପୁଟେୱାକାନା ।

କୃଷ୍ଣଚୂଡ଼ା
ରାଜାବାଆ
କୃଷ୍ଣଚୂଡ଼ା ଫୁଲ ନାଲିଆ ।
ରାଜାବାଆ ଜେଙ୍ଗାଆଃ ।

ଦୁଦୁରା ଫୁଲ
ତଅତଅ ବାଆ
ଦୁଦୁରା ଫୁଲ ଆଣ ।
ତଅତଅ ବାଆ ଆଗୁଇମ୍ ।

ଡେମ୍ଫ
ଡାଣ୍ଟି
ଫୁଲର ଡେମ୍ଫ ଅଛି ।
ବାଆ ରାଃ ଡ଼ାଣ୍ଟି ମିନାଃ ।

କଢ଼
କଣ
କଢ଼ ଫୁଲ ଆଣ ।
କଣ ବାଆ ଆଗୁଇମ୍ ।


logo