logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଠେକୁଆ ଛୁଆ
କୁଲେଏ ହନ୍
ଠେକୁଆ ଛୁଆ ଡେଇଁଲା ।
କୁଲେଏ ହନ୍ ଉଇଃୟାନା ।

ବିରାଡି ଛୁଆ
ବିଲେ ଏହନ
ବିରାଡ଼ି ଛୁଆ ଚୁଲି ପାଖରେ ଶୋଇଛି ।
ବିଲେଏ ହନ୍ ଇଟୁଲ୍ ଜାପାଃରେଃ ଗିତିୟା କାନା ।

ବିଭିନ୍ନ ପଶୁ (Different Animals)

ଚୁଚୁନ୍ଦ୍ରା
ଚୁନ୍ଦି
ଚୁଚୁନ୍ଦ୍ରା ଗାତରେ ପଶିଲା ।
ଚୁନ୍ଦି ଉଣ୍ଡୁରେଃ ବଲୟାନା ।

ଚୁଟିଆ ମୂଷା
ଚୁଣ୍ଟିଲା, ଚୁଟିଲା/ଚୁଟୁ
ଚୁଟିଆ ମୂଷା ଧାନ ଖାଉଛି ।
ଚୁଟିଲା ବାବା ଜମ୍ ତାନା ।

ମାଈ ଛେଳି
ଏଙ୍ଗା ମେରମ୍
ମାଇ ଛେଳି ଗଛ ମୂଳରେ ଶୋଇଛି ।
ମେରମ୍ ଏଙ୍ଗା ଗାରୁବୁଟାରେଃ ଗିତିଃଆ କାନା ।

ମାଈ ଘୁଷୁରୀ
ଏଙ୍ଗା ସୁକୁରୀ
ମାଈ ଘୁଷୁରୀ ଛୁଆ ଦିଏ ।
ଏଙ୍ଗା ସୁକୁରୀ ହଅନା ।

ଦୁହାଁଳିଆ ଗାଈ
ତାଉଇଃ ତାନ୍ ଗୁଣ୍ଡି
ଦୁହାଁଳିଆ ଗାଈ ରଖ ।
ତାଉଇଃତାନ୍‍ ଗୁଣ୍ଡି ରିକାଇମ୍‍ ।

ଦନ୍ତାହାତୀ
ଦାଟା ନ ହାତୀ
ଦନ୍ତାହାତୀ ଶସ୍ୟ ଖାଇଗଲା ।
ଦାଟା'ନ୍ ହାତୀ ବୁଦା ଡ଼େଃଜମ୍ କିଡ଼ା ।

ନେଉଳ
ଗିନ୍ଦୁରୁ
ନେଉଳ ଖଣ୍ଡିଆ ସାପକୁ ଯୋଡି ଦେଲା ।
ଗିନ୍ଦୁରୁ ବାଣ୍ଡିଃ ବିଂଙ୍ଗେଃ ତୁକାମ୍‍ କିଃଆ ।


logo