logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଡାମରା କାଉ
ବୁରୁକାଆଃ
ଡାମରା କାଉ ଉଡ଼ିଗଲା ।
ବୁରୁକା'ଆଃ ଆପିରେ ୟାନା ।

ଡାହୁକ
ହେଦେଗେଲେଃ
ଡାହୁକ ପାଣିରେ ଖେଳୁଛି ।
ହେଦେ ଗେଲେଃ ଦାଆଃରେଃ ଇନୁଂତାନା ।

ପାଣିକୁଆ
ଦାଆଃ କା'ଆଃ
ପାଣିକୁଆ ପାଣିରେ ବୁଡିଗଲା ।
ଦାଆଃ କା'ଆ ଦାଆଃରେଃ ଉନୁମେ ୟାନା ।

ପାରା
ଦୁଦୁଲୁମ
ପାରା ଚାଉଳ ଖାଇଲା ।
ଦୁଦୁଲୁମ ଚାଉଲି ଜମ୍‌କିଡ଼ା ।

ପେଚା
କକ'ର୍
ପେଚା ନିଶାଚର ।
କକ'ର ନିଦାଏଃ ଆତିଂଙ୍ଗା ।

ବଗ
କଅଃ
ବଗ ବିଲରେ ମାଛ ଖାଉଛି ।
କଅଃ କୁଣ୍ଡିରେ ହାକୁଃ ଜମ୍‍ ତାନା ।

ବାଦୁଡି
ବାଦୁଳି
ବାଦୁଡି ଡିମିରି ଫଳ ଖାଇଲ ।
ବାଦୁଳି ଲଆଏ ଜମ୍‍ କିଡ଼ା ।

ବଣି
ରାମି
ବଣି ଏଗଛରୁ ସେ ଗଛକୁ ଉଡ଼ି ବୁଲୁଛି ।
ରାମି ନେନ୍ ଦାରୁଇତେ ହାନ୍‌ଦାରୁଇଃ ଆପିର୍ ବାଆନ ତାନ୍ ।

ମାଛରଙ୍କା
କିକିର
ମାଛରଙ୍କା ପାଣିରେ ବୁଡ଼ି ମାଛ ଖାଏ ।
କିକିର୍ ଦାଆଃରେ ଉନୁମ୍ ୟାନେ'ତେ ହାକୁଇ ଜମା ।

ଲୋଟଣୀ ପାରା
ଗାଦୁର ଦୁଦୁଲୁମ
ଲୋଟଣୀ ପାରା ହାଣ୍ଡିରେ ଅଣ୍ଡା ଦେଇଛି ।
ଗାଦୁର୍ ଦୁଦୁଲୁମ୍ ଚାଟୁରେଃ ଜାରମ୍ ତାଡ଼ା ।


logo