logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଈଶ୍ୱର ଜଟା
ଅତରଂ
ଈଶ୍ୱର ଜଟା ଲଗାଅ ।
ଅତରଂ ରଆଏମ୍ ।

ପଳାଶ
ମୁରଃ
ପଳାଶ ଫୁଲର ବାସନା ନାହିଁ ।
ମୁ'ର ବାଆ ରାଃ ସଆନ ବାନଃୱା ।

ପଦ୍ମ
ତାଳାୟ
ପଦ୍ମଫୁଲ ପାଣିରେ ଥାଏ ।
ତାଳାୟ ବାଆ ଦାଆଃରେ ତାଇନା ।

ମଲ୍ଲୀ
ଆଟାଲ
ମଲ୍ଲୀଫୁଲର ବାସନା ଅଛି ।
ଆଟାଲ ବାଆ ରାଃ ସଆନ ମେନାଃ ।

ସୂର୍ଯ୍ୟମୁଖୀ
ଚାଣ୍ଡୁଃବାଆ
ସୂର୍ଯ୍ୟମୁଖୀରୁ ତେଲ ବାହାରେ ।
ଚାଣ୍ଡୁଃବାଆ ସୁନୁମଃଆ ।

ରଜନୀଗନ୍ଧା
ନିଦାସଆନ/ଜାପିଡ୍ ସୁଆନ୍
ରଜନୀଗନ୍ଧା ରାତିରେ ଫୁଟେ ।
ନିଦାସଆନ୍ ବାଆ ନିଦାପାଂ ପୁଟାଓ ନା ।

ଅପରାଜିତା
ଦା'ଦାଇ
ଅପରାଜିତା ଏକ ଫୁଲ ।
ଦା'ଦାଇ ମି'ଡ ବାଆ ।

ତରାଟ
ଗଲାଞ୍ଚି
ତରାଟ ଫୁଲ ଝଡ଼ିଛି ।
ଗଲାଞ୍ଚି ବାଆ ହଞ୍ଜରା କାନା ।

ବାସିଫୁଲ
ଆଙ୍ଗାରା ବାଆ
ବାସିଫୁଲ ଆଣ ନାହିଁ ।
ଆଙ୍ଗାରାବାଆ ଆଲମ୍ ଆଗୁୟା ।

ମନ୍ଦାର
ଆରାଃ ଗେଲେ
ମନ୍ଦାର ଏକ ଫୁଲ ।
ଆରାଃ ଗେଲେ ମିଡ' ବାଆ ।


logo