logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମଞ୍ଜି
ଜାଂ
ମଞ୍ଜି ବୁଣା ଯାଏ ।
ଜାଂକ ହେରେୟା ।

ଛତୁ
ଉଡ୍‍
କୁଟା ଛତୁ ଆଣ ।
ବୁସୁଃ ଉଡ୍ ଆଗୁଇମେ ।

ଜହ୍ନି
ଜିଙ୍ଗା
ଜହ୍ନି ତରକାରୀ କର ।
ଜି'ଙ୍ଗା ଉତୁଇମ୍ ।

ପନିପରିବା
ଉତୁଇ ତିୟାଃ
ପନିପରିବା ଆଣ
ଉତୁଇ ତିୟାଃ ଆଗୁଇମ୍ ।

ଓଉ
ହାତୁ ରାୟୁଁ , ମାରାଂ ରାୟୁଁ
ଓଉ ଖଟା କର ।
ହାତୁ ରାୟୁଁ ମରଃଏମ୍ ।

ସାରୁ
ସାରୁ
ସାରୁ କିଣି ଆଣ ।
ସାରୁ କିରିଂ ଆଗୁଇମ୍ ।

ବନ୍ଧାକୋବି
ପୁଟୁଆ କୁବି
ବନ୍ଧାକୋବି ତରକାରୀ କର
ପୁଟୁଆ କୁବି ଉତୁଇମେ ।

ଫୁଲକୋବି
ବାଆ କୁବି
ଫୁଲକୋବିରେ ପୋକ ଲାଗିଛି ।
ବାଅ କୁବିକ ଚିଦୁ ତାଡ଼ା/ଚିଦୁ ତିୟାଃ ବାଆ କୁବି ।

ଓଲକୋବି
ଡ଼ାମ୍ଫୁକୁବି /ଡ଼ମ୍ଫେକୁବି
ଓଲକୋବିର ଦାମ ବେଶି ।
ଡ଼ାମ୍ଫୁକୁବି ଏସୁ ଗନଂଙା ।

ପାଚିଲା ଫଳ
ମାତା ଜଅ /ମାତା ତିୟାଃ ଜଅ
ପାଚିଲା ଫଳ ଖାଅ ।
ମାତା ଜଅ ଜମେ ମେ ।


logo