logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଛତା
ଚାତମ୍‍
ବର୍ଷାରେ ଛତା ନିଅ ।
ଗାମାରେ ଚାତ ମେନମେ ।

ଯୁଆଳି
ଆଁର୍‍
ବଳଦଙ୍କୁ ଯୁଆଳିରେ ଯୋଡ଼ ।
ହାଳାକିଂ ଆଁର କିନ୍‍‌ମେ ।

ବିଞ୍ଚଣା
କାନାପାଃ
ଗରମ ଲାଗୁଚି ବିଞ୍ଚଣା ଆଣ ।
ବାଲ୍‍ବାଲ୍‍ ତାନା କାନାପାଃ ଆଗୁଇମ ।

ଗଇଁତି
ଗାଁଏତା
ଗଇଁତିରେ ମାଟି ତାଡ଼ ।
ଗାଏଁତାତେ ହାସାମାଃ ଏମ୍ ।

ଖଟ
କାର୍‍କାମ୍ /ପାର୍‌କମ୍
ଖଟରେ ବସ
ପାରକମ୍‍ରେ ଦୁବମେ ।

କଇଁଚି
ରାଚାମ୍
କତୁରୀରେ ବାଳକଟା ଯାଏ ।
ରାଚମତେ ବଅ୍ଃ ବାଲେ ରାଚାମଃଆଃ ।

ପଥର
ଦିରି
ପଥର ଘର ।
ଦିରିଅୱାଃ ।

ଚମଡ଼ା କାରଖାନା
ଉଁର୍ ହାରା
ଚମଡ଼ା ଜିନିଷ ଚମଡ଼ା କାରଖାନାରେ ତିଆରି ହୁଏ ।
ଉଁର ଗିନିଇଷ୍‍ ଉଁର ହାରାରେ ବାଇନା ।

ଖାଦ୍ୟଶସ୍ୟ (Food Grains)

ହରଡ଼
ରିଆଳି
ହରଡ଼ ଡାଲି ଖାଅ ।
ରିଆଳି ଡ଼ାଆଲି ଜମେମ୍ ।


logo