logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କାନ୍ଥ
ଗିନିଲ୍‍
କାନ୍ଥ ଭୁଷୁଡିଲା
ଗିନିଲ ହାନ୍ଦିଇୟାନା ।

ବାଲି
ଗିତିଲ
ବାଲିରେ ଖେଳନା ନାହିଁ
ଗିତିଲ୍‍‌ରେ ଆଲ୍‍ମ ଇନୁଙ ।

କାଦୁଅ
ଲସଡ଼୍
କାଦୁଅ ଲାଗିଲା
ଲସଡ଼୍ ୟାନା ।

ବାଉଁଶ
ମାଡ଼୍
ଲମ୍ବା ବାଉଁଶ
ଜିଲିଂ ମାଡ଼୍ ।

କରେଇ
କରାଇ
କରେଇରେ ଡାଲି ଅଛି ।
କରାଇରେ ଡ଼ାଆଲି ମିନାଃ ।

କଳସୀ
ତୁମିଂ
କଳସୀରେ ପାଣି ଅଛି ।
ତୁମିଂରେ ଦାଆଃ ମିନାଃ ।

କୁରାଢ଼ି
ହାକେ
କୁରାଢ଼ିରେ କାଠ ହାଣ ।
ହାକେତେ ସା'ନ୍‍ ପାଆଃ ତାମ୍‍ ।

କୋଦାଳ
କୁଡ୍‌ଲାମ
କୋଦାଳରେ ମାଟି ହାଣ
କୁଡ଼ଲାମ୍‌ତେ ହାସା ମାଃଏମ୍‍ ।

ଦୋଳି
ଡ଼ିଲୁଆ
ଦୋଳି ଖେଳ ।
ଡ଼ିଲୁଆ ଇନୁଂ ।

ନିଶୁଣୀ
ଶିଣି
ନିଶୁଣୀରେ ଚଢ଼ ।
ଶିଣିରେ ଦେଃଏମ୍‍ ।


logo