logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପର୍ବତରୋହଣ
ବୁରୁଦେଃ
ପର୍ବତାରୋହଣ ବହୁତ କଷ୍ଟ ।
ବୁରୁଦେଃ ଏସୁ ଆଁଟଆ ।

ଲାଖବିନ୍ଧା
ସାର୍‍ତୁଞ୍ଜ/ବେଜା
ଲାଖବିନ୍ଧାରେ ସେ ପ୍ରଥମ ହେଲା ।
ବେଜା ସାରତୁଞ୍ଜରେ ଆଏଃ ଆୟାରା କାନା ।

ଘର ଭିତରେ ଖେଳ
ଅୱାଃ ରେୟାଃ ଇନୁଂ
ବାଘ ଛେଳି ଘର ଭିତର ଖେଳ ।
କୁଲା ମେରେମ ଇନୁଂ ଅୱାଃ ବିତେର ରେୟାଃ ଇନୁଂ ।

ସନ୍ତରଣ
ଅୟାଁର
ସନ୍ତରଣ ଶିଖିବା ଭଲ
ଅୟାଁର୍‍ ଏତନ୍‍ ବୁଗିୟା ।

ଗୃହ ଓ ତା'ର ସାମଗ୍ରୀ(ଅୱାଃ ସାମଗିରି) (House related words)

ଗୁହାଳ
ଗୱାଁ
ଗୁହାଳରୁ ଗୋବର ଆଣ
ଗୱାଁଏତେ ଗୁରିଃ ଆଗୁଇପେ ।

ସମାଧିସ୍ଥାନ
ସାସାନ୍
ମୃତଲୋକକୁ ସମାଧି ସ୍ଥାନକୁ ନିଆଯାଉଛି ।
ଗଏଃ ହୋ ସାସାନ୍‌ତେକ ଇଡିଇ ତାନା ।

ଶୟନଗୃହ
ଗିତଃ ଉସେମ୍
ଶୟନ ଗୃହରେ ଶୁଅ
ଗିତିଃଉସେମ୍‌ରେ ଗିତିଃଇମ ।

ରୋଷେଇ ଗୃହ
ମା'ଣ୍ଡି ଅୱାଃ
ରୋଷେଇ ଗୃହରେ ରନ୍ଧା କାର୍ଯ୍ୟ କରାଯାଏ ।
ମା'ଣ୍ଡି ଅୱାଃରେ ମାଣ୍ଡିକ ଇ'ସିନା ।

ଦୁଆର
ଦୁଏର୍‍
ଦୁଆର ଆଗରେ କୁକୁର ଶୋଇଛି ।
ଦୁଏର୍‍ ଆୟ୍ର୍‍‌ରେ ସିତା ଗିତିଃୟା କାନା ।


logo