logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଖେଳପଡ଼ିଆ
ଇନୁଂ ପାଳିଏ
ଖେଳପଡ଼ିଆରେ ଖେଳ ।
ପାଳିଆରେ ଇନୁଂପେ ।

କ୍ରୀଡ଼ା ପ୍ରତିଯୋଗିତା
ଇନୁଂ ବାଦାବାଦୀ
ଖେଳାଳୀମାନେ ଖେଳୁଛନ୍ତି ।
ଖେଳାଳୀମାନେ ଖେଳୁଛନ୍ତି ।

ଖେଳାଳୀ
ଇନୁଂହନ୍‍କ
ଖେଳାଳୀମାନେ ଖେଳୁଛନ୍ତି ।
ଇନୁଂହ୍‍କ ଇନୁଂତାନା ।

ଫୁଟବଲ
ତାଲ୍‍କା ଡୁଇ
ଫୁଟବଲ ଖେଳ ଚାଲିଛି ।
ତାଲ୍‍କାଡୁଇ ଇନୁଂ ଚାଲୁଆକାନ ।

କୁଡ଼ିଆ ଘର
ଗୁୟୁଅୱାଃ
କୁଡ଼ିଆ ଘରେ ଆମେ ରହୁଛୁ ।
ଗୁୟୁଅୱାଃ ଆଲେ ତାଇନ ତାନା ।

କମାର ଶାଳ
କାମାରଶାଁଣେ
ମୁଁ କମାରଶାଳ ଯାଇଥିଲି ।
ଆଞ୍ଜ କାମାର ଶାଁ'ଣେଞ୍ଜ ସେନଲିନା ।

କାରାଗାର
ସାତାର ଗାରୱା
କାରାଗାରରେ ସେ ରହିଛନ୍ତି ।
ସାତାରା ଗାରୱାରେ ଆଏଃ ତାଇୟେକାନା ।

ସାଇକେଲ ପ୍ରତିଯୋଗିତା
ଗଡ଼ାଗାଳିଚାଲାୱବାଦାବାଦୀ
ସାଇକେଲ ପ୍ରତିଯୋଗିତା ଚାଲିଛି ।
ଗଡ଼ାଗାଳି ଚାଲା ଓ ବାଦାବାଦୀ ଚାଲୁଆ କାନା ।

ଦଉଡ଼ିଟଣା
ବାୟାର ଅର୍‍
ଦଉଡ଼ିଟଣା ଖେଳ ଚାଲିଛି ।
ବାୟାର ଅର୍‍ ଇନୁଂ ଚାଲୁଆକାନା ।

ଦୌଡ଼ ପ୍ରତିଯୋଗିତା
ନିର୍‍ବାଦାବାଦି
ଦୌଡ଼ ପ୍ରତିଯୋଗିତାରେ ମୁଁ ପ୍ରଥମ ହେଲି ।
ନିରବାଦାବାଦୀରେ ଆଞ୍ଜ ଆନାୟାର୍‍ ରା କାନା ।


logo