logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତା'ର
ଆୟାଃ
ତା'ର କ'ଣ ଦରକାର ଅଛି ।
ଆୟାଃ ଚିନାଃ ଗରଜ ମେନାଃ ।

ତାହା
ହାନା
ତାହା କ'ଣ ?
ହାନା ଚିନାଃ ?

କାହାର
ଅକୟାଃ
କାହାର ଛୁଆ ?
ଅକୟାଃ ଶିଟିୟା ?

କାହାକୁ
ଅକୟ
କାହାକୁ ଖୋଜୁଛ ?
ଅୟେମ୍ ନାମତାନା ?

ସେପରି
ଏନ୍‍ଲେକା
ସେପରି କାମ କର ।
ଏନଲେକା ପାଇଟିମ୍‍ ।

ଯାହାକିଛି
ଯାଆନାଃ
ଯାହାକିଛି ପାଉଛ ଆଣ ।
ଯାଆନାଃପେ ନାମେତାନା ଆଗୁଇପେ ।

ଯେ କୌଣସିଟା
ଯାଆନାଃରେୟ
ତୁମର ଇଛା ଯେ କୌଣସିଟା ଆଣ ।
ଆମାଃ ସାନାଂ ଯାଆନାଃ ରେୟ ଆଗୁଇମ୍‍ ।

ଉଭୟ
ବାରାନ୍
ଉଭୟଙ୍କୁ ଧରିକି ଆସ
ବାରାନ୍ କିଂ ସାବ୍‌କାତେ ହୁଜୁଃମେ ।

ଖେଳ, ଖେଳାଳୀ ଓ ଖେଳ ସାମଗ୍ରୀ (ଇନୁଂ, ଇନୁଙ୍ଗିଃ ଆର୍‍ ଇନୁଂସାପାବ୍‍)

ଖେଳ
ଇନୁଂ /ଇନୁମ୍
ପିଲାମାନେ ଖେଳ ।
ଶିଟିଏକ ଇନୁପ ।


logo