logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଆପଣମାନଙ୍କୁ
ଆପେମାନକ
ଆପଣମାନଙ୍କୁ କ'ଣ କହିବି ?
ଆପେମାନକ ଚିନାଃଞ୍ଜ୍ କାଜିଏ ପିଆ ?

ଆପଣଙ୍କର
ଆବିନାଃ
ଆପଣମାନଙ୍କର ବହି ନିଅନ୍ତୁ ।
ଆବିନାଃ ପୁତି ଇଡ଼େବେନ ।

କ'ଣ
ଚିନାଃ/ଚିକାନାଃ
କ'ଣ କରୁଛ ?
ଚିନାଃ ଚିକେତାନାମ ?

ଏଗୁଡ଼ିକ
ନିନାକ/ନିୟାକ
ଏଗୁଡ଼ିକ କ'ଣ ?
ନିନାକ ଚିନାଃ ?

ସେଗୁଡ଼ିକ
ଏନାକ
ସେଗୁଡ଼ିକ ବହି
ଏନାକ ପୁତି ।

ଏହା
ନିନା/ନିୟା
ଏହା କ'ଣ ।
ନିନା ଚିନାଃ ।

ଅନ୍ୟ
ଏଟାଃ /ଇଟାଃ
ଅନ୍ୟ ଛତା ଆଣ ।
ଏଟାଃ ଚାତମ ଆଗୁଇମ୍‍ ।

କାହାକୁ
ଅକୟ
କାହାକୁ ପଠାଇବି
ଅକୟଞ୍ଜ କୁଲିୟେ ।

କେହି ନୁହେଁ
ଅକୟ କାଗେ
ତମେ କେହି ନୁହେଁ ବୋଲି ସେ କହିଲେ ।
ଆପେ ଅକୟ କାଗେ ମେନ୍ତେ ଆଏଃ କାଜିକିଡ଼ା ।

ତାହାକୁ
ଆଏଃ
ତାହାକୁ କୁହ ସେ ଆସିବେ ।
ଆଏଃ କାଜିଆଇପେ, ହୁଜୁଃଚା ।


logo