logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତୁ
ଆମ
ତୁ ଆସିବୁ ।
ଆମ୍‍ ହୁଜୁଃମ୍‍ ।

ତୁମେ
ଆପେ
ତୁମେ ଆସିବ ?
ଆପେ ହୁଜୁଃପେ ।

ଆପଣ
ଆବେନ୍
ଆପଣ ଆସିବେ ।
ଆବେନ୍‍ ହୁଜୁଃଏଃ।

ଆମ୍ଭେ
ଆଲେ
ଆମ୍ଭେ ଆସିବୁ
ଆଲେ ହୁଜୁଃଏଃ ।

ସେମାନେ
ହାନ୍‍କ
ସେମାନେ ଆସିବ
ହାନ୍‍କ ହୁଜୁଃଏଃ ।

ମୁଁ ନିଜେ
ଆଞ୍ଜଗେ
ମୁଁ ନିଜେ ଗଲି ।
ଆଞ୍ଜଗେ ସେନଃୟାନା ।

ମୋର
ଆଞ୍ଜାଃ
ମୋର ବହି
ଆଞ୍ଜାଃ ପୁତି ।

ତୁମ୍ଭମାନଙ୍କୁ
ଆପେମାନକ/ସାବିନ୍‍
ତୁମ୍ଭମାନଙ୍କୁ ନମସ୍କାର ।
ଆପେମାନକ ଜଆରଗେ ।

ତୁମ୍ଭମାନେ
ଆପେକ
ତୁମ୍ଭମାନେ କୁଆଡ଼େ ଯାଉଛ ?
ଆପେକ ଅକନତେପେ ସେନଃତାନା ?

ତୁମ୍ଭମାନଙ୍କର
ଆପେମାନକୱାଃ
ତୁମ୍ଭମାନଙ୍କର କ'ଣ ଅଛି ?
ଆପେମାନକୱାଃ ଚିନାଃ ମିନାଃ ?


logo