logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପଛରେ
ଚାନାବ୍‍ ରେ /ତାୟମରେ
ମୋ ପଛରେ ସେ।
ଆଞାଃ ଚାନାବ୍‌ରେ ଆଏଃ ।

ପର୍ଯ୍ୟନ୍ତ
ଯଅଙ୍
ବର୍ତ୍ତମାନ ପର୍ଯ୍ୟନ୍ତ ସେ ନାହାନ୍ତି
ନାଃ ଜଅଙ୍ ଆଙ୍କି ବାଙ୍କିନା ।

ଦୁଇ ମଧ୍ୟରେ
ବାର' ତାଲାରେ/ବାର'ୟତେ
ଦୁଇ ମଧ୍ୟରେ ଗୋଟିଏ ଭଲ
ବାର'ତାଲାରେ ମିଡ ବୁଗିନା ।

ବ୍ୟତୀତ
ବାଗେ କାତେ
ମୋ ବ୍ୟତୀତ ସେ ଆସିବେ ନାହିଁ ।
ଆଞ୍ଜ୍ ବାଗେ କାତେ ଆକିଂ କା କିଂ ହୁଜୁଃଆ ।

ସବୁଆଡ଼େ
ସାବିନ ପାଆ
ସବୁଆଡ଼େ ପଡ଼ିଆ ଅଛି ।
ସାବିନ ପାଆ ପାଳିଆ ମିନାଃ ।

ପରି
ଲିକା/ଲିକାନ୍‍
ତୁମ ପରି କେହି ନାହାନ୍ତି ।
ଆବେନଲେକା ଅକୟ ବାଙ୍କୁଆ ।

ପାଇଁ
ଲାଗେଡ୍‍/ଲାଗିଡ୍‍
ମୋ ପାଇଁ ଆମ୍ବ ଆଣନ୍ତୁ ।
ଆଞ୍ଜ ଲାଗେଡ୍‍ ଉଲି ଆଗୁଇବେନ ।

ନିକଟରେ
ଜାପାଃରେ /ସୁର୍‌ରେ
ଆପଣ ଆଜି ଆମ ନିକଟରେ ପହଞ୍ଚିଛନ୍ତି ।
ଆବେନ ତିସିଂ ଆଲେ ଜାପାଃରେ ବେନ୍‍ ବିଟା କାନା ।

ସର୍ବନାମ (ହଳ) (Pronoun)

ମୁଁ
ଆଞ୍ଜ୍
ମୁଁ ଯିବି ନାହିଁ ।
ଆଞ୍ଜ୍ କାଞ୍ଜ୍ ସେନୁଃୱାଃ ।


logo