logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କିମ୍ବା
କା'ରେଦ
ମୁଁ ଆସିବି କିମ୍ବା ସେ ଆସିବେ ।
ଆଞ୍ଜ ହୁଜୁଏଃ କା'ରେଦ ଆଏଃ ହୁଜୁଏଃ ।

ଯାହା ହେଉ
ଯା'ରେୟ
ଯାହା ହେଉ ଆଜି ତମେ ଆସିଛ ।
ଯା'ରେୟ ତିସିଂ ଆବେନ ହୁଜୁଃଏ କାନା ।

ଏ ପର୍ଯ୍ୟନ୍ତ
ନାଃ ସାନ୍ତେ
ଏ ପର୍ଯ୍ୟନ୍ତ ସେ ଆସିଲେ ନାହିଁ ।
ନାଃ ସାନ୍ତେ ଆଃଏଃ କାଏଃ ହୁଜୁଃୟାନା ।

ତା'ନହେଲେ
ହାନା କା'ରେଦ
ତା' ନହେଲେ ଚଳିବ ନାହିଁ ।
ହାନା କା'ରେଦ କା'ଚାଲାୱାଃ ।

ସଂଯୋଜକ ଅବ୍ୟୟ (ସାଗାଇ କା-ବୟ )

ଆଡ଼କୁ
ପାଆତେ
ମୋ ଆଡ଼କୁ ଆସ ।
ଆଞ୍ଜ ପା'ଆତେ ହୁଜୁଃମେ ।

ପାଖରେ
ଜାପାଃର
ପାଖରେ ବସ
ଜାପାଃରେ ଦୁବ୍‌ମେ ।

ଉର୍ଦ୍ଧ୍ୱରେ
ଚେତାନ୍‌ରେ
ସେ ଉର୍ଦ୍ଧ୍ୱରେ ରହିଲେ ।
ଆଏଃ ଚେତାନ୍‌ରେ ତାଇୟାନା ।

ଏକ ପାଖରୁ ଅନ୍ୟ ପାଖକୁ
ମିଡ୍‍କୁଟି'ତେ ଅଣ୍ଡଃ ମିଡ୍‌କୁଟି
ଲୋକଟି ଏକ ପାଖରୁ ଅନ୍ୟ ପାଖକୁ ଗଲା ।
ମିଡ୍‍ ହୋ 'ମିଡ୍‍ କୁଟିତେ ଅଣ୍ଡଃ ମିଡ୍‌କୁଟିତେଃ ସେନଃ ୟାନା ।

ନିମ୍ନରେ
ଲାତାରରେ
ଆମେମାନେ ଆକାଶର ନିମ୍ନରେ ଅଛୁ
ଆବୁମାନକ ସିର୍ମାରିମିଲ ଲାତାର୍‌ରେ ମିନାଃବୁଆ ।


logo