logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତରଫରୁ
ପାଆଏତେ
ମୋ ତରଫରୁ ବହିଟି ନିଅ
ଆଞ୍ଜ ପାଆଏତେ ପୁତି ଇଡ଼େମ ।

ଖୁବ୍‍ନିକଟରେ
ଏସୁଜାପାଃରେ
ଖୁବ ନିକଟରେ ସେ ଆସି ପହଞ୍ଚିଲା ।
ଆଞ୍ଜ ଜାପାଆଏତେ ପୁତି ଇଡ଼େମ୍‍ ।

ଉଚ୍ଚରେ
ଚିତାନ୍‌ରେ
ଚଢ଼େଇଟି ଉଚ୍ଚରେ ଉଡୁଅଛି ।
ଚେଣେ ନେତାନ୍‍ ରେଃ ଆପିରେନ୍‍ ତାନା ।

ଅନୁଯାଇ
ଲେକାତେ
କହିବା ଅନୁଯାଇ ସେ ଆସିଲା ।
କାଜି'ଇ ଲେକାତେ ଆଏଃ ହୁଜୁଃୟାନା ।

ଅନୁସନ୍ଧାନ
ହିଡନାମ
ଦୁଇଜଣ ଅନୁସନ୍ଧାନରେ ଆସିଛନ୍ତି ।
ବାର 'ଅ ହିଡାନାମରେକି ରୁଜୁଆଃ କାନା ।

ବ୍ୟତୀତ
ବେଗାର
ସେ ମୋ ବ୍ୟତୀତ କିଛି କରିପାରିବ ନାହିଁ
ଆଏଃ ଆଞ୍ଜ ବେଗାର ଚିକାନାଃୱ କାଏଃ ଦାୟିୟାଃ ।

ସଂଯୋଜକ ଅବ୍ୟୟ(ସାଗାଇ କାବୟ )

କିମ୍ବା, ଅଥବା
ବାନ୍ତେରେଦ/କା-ରେ
ତମେ ଆସିବ କିମ୍ବା/ଅଥବା ସେ ଆସିବେ ।
ଆବେନ ହୁଜୁଃଏ ବାନ୍ତେରେଦ ଆକିଂ।

ତଥାପି
ଏନରେୟ
ମନାକଲି ତଥାପି ସେ ଆସିଲେ ।
ମାନାକିଃୟେଞ୍ଜ ଏନରେୟ ଆଏଃ କାଏଃ ମାନାୟାନ୍ତେଃ ହୁଜୁଃୟାନା ।

ସେଭଳି
ଏନଲେକା
ସେଭଳି କାର୍ଯ୍ୟକର ।
ଏନ୍‍ଲେକା ପାଇଟିମେ ।


logo