logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଲଜ୍ଜା
ଗିୟୁଃଉ
ଲଜ୍ଜା ନିବାରଣ ପାଇଁ ଲୁଗା ଆବଶ୍ୟକ ।
ଗିୟୁଃଉ ଏସେଡ଼ ଲାଗେଡ଼ ଲିଜାଃ ଗରଜମିନାଃ ।

ତଥାସ୍ତୁ
ହବାୱଚା/ଏୟାମାର୍‍
କାର୍ଯ୍ୟରେ ଲୋକେ ତଥାସ୍ତୁ କହିଲେ ।
ପାଇଟି ହୋବାୱଃକା ମେନ୍ତେ ହୋକ କାଜିକିଡ଼ା ।

ଶୁଭରାତ୍ରି
ସାଗୁନନିଦା
ଆଜି ଶୁଭ ରାତ୍ରି
ତିସିଂ ସାଗୁନ୍‍ କିଦା ।

ଅବ୍ୟୟ ସୂଚକ ବାକ୍ୟାଂଶ (କାବୟ୍ ବାକାଁକ)

ତା'ବି ହେଉ
ଇନାୱ ହବାୱଚା
ଗୋଟିଏ କାର୍ଯ୍ୟ ସାଙ୍ଗକୁ ଅନ୍ୟଟି ହେଉଥିଲେ ତା'ବି ହେଉ ।
ମିଡଅ ପାଇଟି ଲଃତେ ଏଟାଃ ପାଇଟି ହବାୱଃ ତାନରେଦ ଏନାୱ ହବାୱଚା

ସାଥିରେ
ଲଅଃତେ
ମୋ ସାଥିରେ ଆସିଛି
ଆଞ୍ଜ ଲଅଃତେଃ ହୁଜୁଃ କାନା ।

ଭୟରେ
ବରତେ
ଭୟରେ ସେ ପଳାଇଲା
ବରତେ ଆଏଃ ସେନଃୟାନା ।

ନିମିତ୍ତ
ନାତେଡ୍‍
ବହି ପଢିବା ନିମିତ୍ତ ଉଦ୍ଦିଷ୍ଟ ।
ପୁତି ପାଳାୱ ନାତେଡ଼ ମିନାଃ ।

ଖାତିରି
କେଶମ
ଲୋକଟିର ଖାତିରି ନାହିଁ ।
ହୋୱାଃ କେଶମ ବାନାଃଆ ।

ସମ୍ମୁଖରେ
ଆୟାର୍‍ ସାମାନାଂରେ
ମୋ ସମ୍ମୁଖରେ ସେ ଠିଆ ହୋଇଛି ।
ଆଞ୍ଜାଃ ଆୟାର୍‍ ସାମାନାଂରେ ଆଏଃ ତିଙ୍ଗୁଆ କାନା ।


logo