logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ହଂସ ଛୁଆ
କଳହନ୍‍
ହଂସ ଛୁଆକୁ କୁକୁର ବୋହିଲା ।
କଳହନ ସେତା ଗଃ କିଃଏ ।

ହଳଦୀ ବସନ୍ତ
ବଚଃ ଚେଣେ
ହଳଦୀ ବସନ୍ତ ଉଡ଼ିଗଲେ ।
ବଚଃ ଚେଣେ ଆପିର ୟାନା ।

ହୁଙ୍କା
ବୁନୁମ
ହୁଙ୍କାରେ ଉଇ ଅଛନ୍ତି ।
ବୁନୁମ୍‌ରେ ନିଦିରକ ମିନାଃକଆଃ ।

ହେମନ୍ତ
ଶାର୍ଦି
ହେମନ୍ତ ଋତୁରେ ଧାନ କଟାଯାଏ ।
ଶାର୍ଦି ଚାଣ୍ଡୁରେ ବାବାକ ଇରେୟା ।

ହଳଦିଆ
ସାସାଂତେୟା
ଭାଉଜ ହଳଦିଆ ଶାଢ଼ୀ ପିନ୍ଧିଛନ୍ତି ।
ହିଲି ସାଂସାଂଶାଳିଇ ତଲାକାଡ଼ା।

ହାଜତ୍‍
ସାତାର
ଚୋରକୁ ହାଜତକୁ ନେଲେ ।
କୁମ୍ବୁଉ ସାତାର କିଏଃ ।

ହାତକଡ଼ି
ତିଇ ସିକିଳି
ଲୋକ ମାରିଥିବା ଲୋକକୁ ପୋଲିସ ହାତକଡ଼ି କଲା ।
ତାମ୍‍ ଗଏ୍‌କେନ୍‍ ହୋ ପୋଲିସ୍‍କ ତିଇ ସିକିଳି କି ଏକଃ ।

ବିସ୍ମୟ ସୂଚକ ଅବ୍ୟୟ(ଟାଟାକା କାବୟ)

ଦେଖ
ନେଲେମେ
ଆକାଶକୁ ଦେଖ।
ସିର୍ମାରିମିଲ ନେଲେମେ ।

ଛି ଛି
ଚି ଚି
ଛି ଛି ପିଲାଟି କେତେ ଅପରିସ୍କାର ଦେଖାଯାଉଛି ।
ଚି ଚି ହନ୍‍ ଚିମିନ୍‍ ଅଜରାଏଃ ନେଲଃ ତାନା


logo