logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ହାତ
ତିଇ
ହାତରେ ଧର ।
ତିଇତେ ସାବିମେ ।

ହାଡ଼
ଜାଂ
ହାଡ଼ ଭାଙ୍ଗିଗଲା ।
ଜାଂ ରାପୁଡ଼େ ୟାନା ।

ହାଣ୍ଡି
ଚାଟୁ
ହାଣ୍ଡିପାଣି ଥଣ୍ଡା ।
ଚାଟୁଦାଃ ସାସାଆଃ ।

ହାତୁଡ଼ି
କଟାସି
ହାତୁଡ଼ିରେ କଣ୍ଟା ପିଟ ।
କଟାସିତେ କାନ୍‍ଟି କିଲୁମେମ୍‍ ।

ହେଁସ
ଜାଟିପାଟି
ସାମ୍ନାରେ ହେଁସ ଟଙ୍ଗା ଯାଇଛି ।
ଦୁହେର ସାମାନାଂରେ ଜାଟିପାଟି ହାକାୱାକାନା ।

ହାଣ୍ଡିଆ
ଡ଼ିଆଂ
ସିଝାଭାତ ଥଣ୍ଡାକରି ମଳିକା ଔଷଧ ଦେଇ ଏକ ହାଣ୍ଡିରେ ରଖିଲେ ତିନିଦିନ ପରେ ହାଣ୍ଡିଆ ହୁଏ ।
ଇସିନ୍‍ ମାଣ୍ଡି ରାଏ କେଏତେ ରାନୁ କେଏତେ, ଚାଟୁରେ ଆକିଡ କେଏତେ ଆପେ ସିଙ୍ଗିରେ ଉପୁଡ଼ଃ ଡ଼ିଆଁ ।

ହରଡ଼
ରେୟାଳି
ହରଡ଼ ଡାଲି ।
ରେୟାଳି ଡ଼ାଆଲି ।

ହଳଦୀ
ସାସାଂ
ତରକାରୀରେ ହଳଦୀ ଦିଅ ।
ଉତୁରେ ସାସଂଏଁମ୍‍ ।

ହାର
ହିସିର
ଝିଅଟିର ବେକରେ ହାର ଅଛି ।
ହାପାନୁମ ହଟଃ ରେ ହିସିର୍‍ ।

ହାତୀ
ହାତି
ହାତୀ ଧାନ ଖାଉଛି ।
ହାତି ଜମତାନାଃ ବାବା ।


logo