logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ସେ
ଆଃଏ
ସେ ଗଲା ।
ଆଃଏ ସେନଃୟାନା ।

ସେମାନେ
ଇନ୍‍କ
ସେମାନେ ଗଲେ ।
ଇନ୍‌କ ସେନଃୟାନା ।

ସେମାନଙ୍କୁ
ଇନ୍‍କୁଆଃ
ସେମାନଙ୍କ ଭାତ ଦିଅ ।
ମାଣ୍ଡି, ଏମାକପେ ।

ସେମାନଙ୍କର
ଇନ୍‌କୁଆଃ
ସେମାନଙ୍କର ବିଲବାଡ଼ି ।
ଇନ୍‌କଆଃ ଅତେହାସାଃ ।

ସେହି
ଏନ୍‍
ସେହି ଗାଁ ।
ଏନ୍‍ ହାତୁ ।

ସେ ସବୁ
ଏନ୍‍କ
ସେ ସବୁ ଗାଁ ।
ଏନ୍‍ହାତୁକ ।

ସେଗୁଡ଼ିକ
ହାନାକ
ସେଗୁଡ଼ିକ ତୁମର ।
ହାନା କଗେ ଆପେୟାଃ ।

ସେ ନିଜେ
ଆଃ ଏଗେ
ସେ ନିଜେ ଚୋର ।
ଆଃ ଏଗେ କୁମ୍ବୁ ଉ ।

ସମ୍ବନ୍ଧରେ
ବିଷୟରେ
ସ୍କୁଲ ବିଷୟରେ ଲେଖ ।
ମଣ୍ଡ ବିଷୟରେ ଅଲେମେ ।

ସବୁଆଡ଼େ
ଗଟାମୁଲି/ସାବିମୁଲି
ଆଜି ସବୁଆଡ଼େ ବର୍ଷା ।
ତିସିଂ ସାବୁମୁରି ଗାମା ।


logo