logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଶ୍ରାବଣ
ଆତେନ
ଶ୍ରାବଣ ମାସ ପରେ ଭାଦ୍ରବ ମାସ ଆସେ ।
ଆଚାଳା ଚାଣ୍ଡୁ ଚାମବ ଆତେନ ଚାଣ୍ଡୁଃ ହବାନା ।

ଶୀତ
ରାବାଂ
ଏତେ ଶୀତ ଲାଗୁଛି ।
ଇମିନ୍‍ ରାବାଂ ତାନା ।

ଶହେ ଟଙ୍କିଆ
ମିଡ୍‍ ଶହଟା କାଲ୍‍ ଟ
ଶହେ ଟଙ୍କା କିଏ ଚୋରି କଲା ।
ମିଡଃଶହ ଟାକା ଲଅଟ ଅକୟେ କୁମ୍ବୁଉକିଡ଼ା ।

ଶିକ୍ଷୟତ୍ରୀ
ଗୁରମୀ
ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି ।
ଗୁରମୀ ପାଟୁ ଏକଃଏ ପାଳାୱଃ ତାନା ।

ଶ୍ରେଣୀ
ବାରା
କେଉଁ ଶ୍ରେଣୀରେ ପଢୁଛି ।
ଅକନ୍‍ ବାରାରେମ୍‍ ପାଳାୱଃ ତାନା ।

ଶିକ୍ଷା
ପାପାଦିର
ବିଦ୍ୟାଳୟରେ ଶିକ୍ଷା ଦିଆଯାଏ ।
ମୁଣ୍ଡରେ ପାପାଦିରକ ଏତକତାନା ।

ଶିକ୍ଷକ
ଗୁରୁ
ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ।
ଗୁରୁ ଅଲ୍‍ଏତକ ତାନା ଏ ।

ସାକ୍ଷୀ
ସାକି
ସାକ୍ଷୀ ରହିଲା ଶଙ୍ଖା ଶାଢ଼ୀ ।
ସାକି ତାଇୟେନେ ଶାକମ୍‍ ଶାଳୀ ।

ସୁଧ
ସୁଉଦୁ
କେତେ ସୁଧ ?
ସୁଉଦୁ ଚିମିନ୍‍ ?

ସୁନା
ସନା
ସୁନା ଚୁଡ଼ି ।
ସନା ସାକାମ୍‍ ।


logo