logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ସ୍ଥଳ
ଅତେ
ଆମେ ସମସ୍ତେ ସ୍ଥଳରେ ବାସ କରୁ ।
ଆବୁ ସବେନ ଅତେରେ ମେନାଃବୁଏ ।

ସହର
ଜାଏଁଲା
ସହରକୁ ରାସ୍ତା ନାହିଁ ।
ଜାଏଁଲାତେ ହରା ବାନାଆଁ ।

ସୂର୍ଯ୍ୟକିରଣ
ସିଙ୍ଗି ତୁରତୁଂ
ପ୍ରଖର ସୂର୍ଯ୍ୟକିରଣ ।
ଇମିନ୍‍ କେଳେଏ ସିଙ୍ଗିତୁରତୁଂ ।

ସକାଳବେଳା
ସେତାଃ ସିଙ୍ଗି
ସକାଳବେଳା ସୂର୍ଯ୍ୟୋଦୟ ହେଲା ।
ସେତାଃ ସିଙ୍ଗି ତୁର୍‍ୟାନା ।

ସୂର୍ଯ୍ୟାସ୍ତ
ସିଙ୍ଗି ହାସୁର
ସୂର୍ଯ୍ୟ ଅସ୍ତ ହେଲା ।
ସିଙ୍ଗି ହାସୁର ୟାନା ।

ସୋମବାର
ସୁମୀହାର
ରବିବାର ପରେ ସୋମବାର ଆସେ ।
ରୁଇହାର ଚାନାବ ସୁମୀହାର ହୁଜୁଃଏ ।

ସମୟ
ଉଳି
ଖାଇବା ସମୟ ହେଲାଣି ।
ଜମେ ଉଳି ହବାୟାନା ।

ସକାଳ
ସେତାଃ
ସକାଳେ ଆସ ।
ସେତାଃରେ ହୁଜୁଃମେ ।

ସଂଧ୍ୟା
ଆୟୁବ
ସନ୍ଧ୍ୟାବେଳେ ଆସ ।
ଆୟୁବ ପାଙ୍ ହୁଜୁଃଉମେ ।

ସପ୍ତାହ
ମିଃ ହାଆଟ/ହାବ୍‌ତାବାର
ସାତଦିନରେ ସପ୍ତାହ ହୁଏ ।
ଇୟାହାରରେ ମିହାଆଟ ହବାନ୍‍ତା'ନା ।


logo