logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ସୁସ୍ୱାଦୁ
ଇସୁସିବିଲ୍‍
ମାଂସ ତକକାରୀ ସୁସ୍ୱାଦୁ ।
ଜିଲୁ ଉତୁ ଏସୁସିବିଲା ।

ଶାଗ
ଆଃଆ
ଶାଗ କିଣ ।
ଆଃଆ କିରିଞ୍ଜେମେ ।

ସୋରିଷ
ମାନି
ସୋରିଷ ଶାଗ ।
ମାନି ଆଃଆ ।

ଶିମ୍ବ
ଶିଳିମି
ଶିମ୍ବ ଏକ ଫଳ ।
ଶିଳିମି ମିଡଃ ଜଅ ।

ସ୍ଥଳପଦ୍ମ
ଅତେ ତାଳାଏ
ସ୍ଥଳ ପଦ୍ମ ଫୁଲ ବହୁତ ସୁନ୍ଦର ଦେଖାଯାଏ ।
ଅତେ ତାଳାଏ ବାଆ ଏସୁ ସୁଗାଳ ନେଲଃଆ ।

ସୂର୍ଯ୍ୟମୁଖୀ
ଚାଣ୍ଡୁଃବାଆ
ସୂର୍ଯ୍ୟମୁଖୀ ଫୁଲ ସୁନ୍ଦର ଦେଖାଯାଉଛି ।
ଚାଣ୍ଡୁଃବାଆ ନିମିନ୍‍ ବୁଗିନେ ନେଲୱଃ ତାନା ।

ସଜନା
ମୁଲଗେ
ସଜନା ଶାଗ ।
ମୁଲଗେ ଆଃ ଆଃ ।

ଶାଳ
ଶାର‍ଜମ
ଶାଳ ଗଛ ।
ଶାରଜମ୍‍ ଦାରୁ ।

ଶୁଣ୍ଠି
ରଅ୍ଃଓଦାଦା
ଶୁଣ୍ଠିର ଔଷଧୀୟ ଗୁଣ ଅଛି ।
ରଅଃଓଦା ରେଏଡ଼ାନା ।

ସୂତା
ସୁତେମ
ସୂତା ଚିଣ୍ଡିଲା ।
ସୁତେମ୍‍ ସିଡ୍‍ୟାନା ।


logo