logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ସମାଧି
ସାସାନ୍‍
ଏହି ସମାଧି ରାମର ।
ନେନ ଦିରି ସାସାନ୍‍ ରାମାଃ ।

ସମାଧିସ୍ଥଳ
ସାସାନ୍‍ ତାଃଆ
ସମାଧିସ୍ଥଳକୁ ଯାଇଥିଲା ।
ସାସାନ୍‍ ତାଃଆଏ ସେନ୍‍ ଲେନା ।

ସ୍ୱର୍ଗ
ସରଗ
ସରଗୋକୁ ନିଶୁଣୀ ନାହିଁ ।
ସରଗତେଦଃ ସିଣି ବାନାୱାଃ ।

ସୁଖ
ସୁକୁ/ରାଆଁସ
ସୁଖ, ଦୁଃଖ ଏ ଦୁନିଆଁ ।
ସୁକୁ, ଦୁକୁ ନେନ୍‍ ଦୁନିଆଁ ।

ଶାଳଗ୍ରାମ
ବୁଙ୍ଗା ସାହାଳେ
ଦେହରୀ ଶାଳଗ୍ରାମରେ ପୂଜା କରୁଛି ।
ଦିଭରି ବଙ୍ଗା ସାଆଳେରେ ବଙ୍ଗତାନା ।

ସିନେମା ଘର
ସିନେମାଃ ଅୱାଃ
ସିନେମା ଘରେ ସିନେମା ଚାଲିଛି ।
ସିନେମାଃ ଅହ୍ୱାଃରେ ସିନେମା ଚାଲୁୟେ କେନେ ।

ଶିଳ
ସାସାଂରିଡ୍‌ଦିରି
ଶିଳାପଥରରେ ହଳଦୀ ବାଟ ।
ସାସାଂରିଡ୍‍ଦିରିରେ ସାସାଂରିଡେମେ ।

ସାବୁନ୍‍
ସାବନ
ଦିଅ ସାବୁନ ଆଣ ।
ଦା ସାବୁନ୍‍ ଆଗୁଇମ୍‍ ।

ସିକା
ସିକୁୟେର
ସିକା ଛିଣ୍ଡିଗଲା ।
ସିକୁୟେର ସିଡ୍‌ୟାନା ।

ସ୍ୱାଦହୀନ
ସାବାଃ
କେମିତି ତରକାରୀ ସ୍ୱାଦହୀନ ?
ଚିଲିକେନ୍‍ ଉତୁ ସାବାଃ ଆ ?


logo