logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ସାବତ ଝିଅ
ଆସୁଲ ନାମ କୁଇ
ରିନା ସାବତ ଝିଅ ।
ରିନା ଆସୁଲ ନାମ କୁଇ ।

ସନ୍ତାନ
ହନ୍‍ /ସିଟିଆ
ଦୁଇଟି ସନ୍ତାନ ।
ବାରିୟେ ହନ୍‍ ।

ସଉତୁଣୀ
ହିରୁମ
ସଉତୁଣୀ ଆଣିବା ।
ହିରମ୍‍ ଆଦିରେୟା ।

ସ୍ୱାମୀ
ହେରେଲ୍‍/ହାଃମତେ
ଏ ମୋ ସ୍ୱାମୀ ।
ନିଇ ଆଞ୍ଜାଃ ହେରେଲ୍‍ ।

ସ୍ତ୍ରୀ
ଏରା
ବାସନ୍ତି ମୋ ସ୍ତ୍ରୀ ।
ବାସନ୍ତି ଆଞ୍ଜାଃ ଏରା ।

ସାଙ୍ଗ
ଜୁଳି
ରାମର ସାଙ୍ଗ ରାଜୁ ।
ରାମୱାଃ ଜୁଳି ରାଜୁ ।

ସହବାସୀ
ସୁସେମ ଜୁଳି
ଶିକାରୀ ଦଳ ଶିକାର ଗଲେ ସହବାସୀ ହୋଇ ଜଙ୍ଗଲରେ ରହିବେ ।
ମିତ୍‌ତେଏରେ ବାସାନ୍‍କ ସାଙ୍ଗାର ବୁରୁରେ ସୁସେମ ଜୁଳିକ ତାଇନେ ।

ସେବକ
ଦେଙ୍ଗାରେ
ସେବକ ସେବା କରୁଛି ।
ଦେଙ୍ଗାନିଇ ଦେଙ୍ଗାତାନା ।

ସର୍ଦ୍ଦାର
ହୁଦା ଗୁସିଆଁ
ଏ କାମର ସର୍ଦ୍ଦାର ରମେଶ ।
ନେନ୍‍ ଦିରି ସାସାନ୍‍ ରାମାଃ ।

ସନ୍ୟାସୀ
ବିରେଡ୍‍ ହୋ
ଗୌତମ ବୁଦ୍ଧ ସନ୍ୟାସୀ ଥିଲେ ।
ଗୌତମ ବୁଦ୍ଧ ବିରେଡ୍‍ ହୋଏ ତାଇକିନା ।


logo