logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଶଳା
ବୁଳିକୱା
ଶଳା ଭାରୀ ଦୁଷ୍ଟ ।
ବୁଳିକଆ ପାଗାଲା ଗେୟାଃ ।

ଶିକାରୀ
ଶାଙ୍ଗାର ତାନିଇ/ଶାଙ୍ଗାର ନିଇ
ଶିକାରୀ ଶିକାର କରୁଛି ।
ଶାଙ୍ଗାର ନିଇଃ ଶାଙ୍ଗାର ତାନା ।

ଶିକ୍ଷକ
ଗୁରୁ /ଗସାଞ୍ଜ
ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ।
ଗୁରୁ ହନ୍‍କଃ ଏ ପାଳାୱଃତାନା ।

ଶିଷ୍ୟ
ଚେଲା
ଶିଷ୍ୟ ଗୁରୁଙ୍କୁ ପ୍ରଣାମ କରୁଛନ୍ତି ।
ଚେଲା ଗୁରୁଃଇ ଜଆରା ତାନା ।

ଶୁଣ୍ଡି
ଆର୍‍କିବାଲା
ଶୁଣ୍ଡି ମଦ ତିଆରି କରୁଛି ।
ଆର୍‍କିବାଲା, ଆରକିଂଇବାଇତେନେ ।

ସିଘାଂଣି
ସୁଲୁଇଃ
ନାକରୁ ସିଘାଂଣି ବାହାରୁଛି ।
ମୁଟୟେତେ ସୁଲୁଇ ଜରତାନା ।

ଶିଶୁ
ହୁଳିଂ ହନ/ସିଟିଏ
ଶିଶୁ କାନ୍ଦୁଛି ।
ହୁଳିଂହନ /ସିଟିଏ ରାଆଃ ତାନା ।

ସୁସ୍ଥ
ବୁଗିନ ହମଅଁ /ବୁଗିନ୍‍ହମଅଁ
ରାମ ଦେହ ସୁସ୍ଥ ଅଛି ।
ରାମ ବୁଗିନ୍‍ ହମଅଁ ମେନାଃୟା ।

ସୁନ୍ଦର
ସୁଗାଳ
ସୁନ୍ଦର ଝିଅ ।
ସୁଗାଳି କୁଇହନ୍‍ ।

ସମ୍ପର୍କୀୟ ଭାଇ
ଉପୁରୁମ୍‍ ହାଗାଞ୍ଜ
ଡୁଗା ମୋ ସମ୍ପର୍କୀୟ ଭାଇ ।
ଚିଏ ଡୁଗା ସୁଗାଳ ଉପୁରୁମ୍‍ ହାଗାଞ୍ଜ ।


logo