logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ରାଶି
ରାମ୍‍ତିଆ
ରାଶି ଚାଷ ଲାଭଜନକ ।
ରାମ୍‍ତିଆ ଚାସରେ ଲାଆବ ମିନାଃ ।

ରପ୍ତାନି
ଚାନାଲ୍‍
ବାରିପଦାରୁ ଟସର ଲୁଗା ରପ୍ତାନୀ କରାଯାଉଛି ।
ବାରିପଦାୟେଃତେ ଲୁଗେମ୍‍ ଲିଜେଃ ଏ କ ଚାନାଲେ ତାନାଃ ।

ରୂପା
ରୁପେ
ବେକରେ ରୂପା ହାର ।
ହଟଅଃରେ ରୁପେ ହିଶିର୍‍ ।

ରସି
ବାୟାର୍‍
ରସିରେ ଛେଳିକୁ ବାନ୍ଧ ।
ବାୟାର୍‍‌ତେ ମେରମ୍‍ ତଲିଇମେ ।

ଲାଳ
ମଚାଦାଃ/ଉଲିଦାଃ
ଜିଲାପି ଦେଖି ଲାଳ ଗଡ଼ିଲା ।
ରାଶିଲାଡ୍‍ ନେଲତେ ଉଲିଦାଃ ଜରୟାନା ।

ଲଙ୍ଗଳ
ନାଇଲ
ଲଙ୍ଗଳରେ ହଳ କରନ୍ତି ।
ନାଇଲତେକ ସିୟୁଏ ।

ଲଫାପା
କାଗଜ ପଳମ୍‍
ଲଫାପାରେ ଚିଠି ପଠାନ୍ତି ।
କାଗଜ ପଳମ୍‍‌ତେ ନିକୁଲ୍‍‌କ କୁଲେୟା ।

ଲୁହା
ମେଏଁଡ
ଲୁହା ଗେଟ୍‍ ।
ମେଏଁଡ୍ ଆଂ କା ଦୁଆର୍‍ ।

ଲେଖକ
ଅତଲ୍‍
ଲେଖକ ଲେଖୁଛନ୍ତି ।
ଅତିଲ୍‍ ଅଲ୍‍ତାନା ।

ଲୁଗା
ଲିଜେଃ
ଖରାଦିନେ ସୂତାଲୁଗା ବ୍ୟବହାର କରିବା ଭଲ ।
ଜେଟେଦିନ୍‍ ସୁତେମ୍‍ ଲିଜେଃ ତଲେରେ ବୁଗିନେ ।


logo