logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ରୁଟି
ରିବ୍‍ଲାଡ୍‍
ବେଲିକି ରୁଟି ତିଆରି କରନ୍ତି ।
ରିଡ୍‍ଲାଡ୍‍ ରୁଟି କ ବାଇୟା ।

ରସୁଣ
ରାସୁଇଁ
ରସୁଣ ଖାଇଲେ ଖୁସି ଲାଗେ ।
ରାସୁଇଁ ଜମ୍‍ ରାଆଁସା ଗେୟା ।

ରେଶମ
ତୁ ତୁ ଲୁଗାମ
ରେଶମ ପୋକ ମୂଲ୍ୟବାନ୍‍ ।
ତୁ ତୁ ଉ ଲଗେମ୍‍ ଏସୁ ଗନଂ ।

ରାଜହଂସ
ହାଁସିଲ କଳ/ରାଜାହଂସ
ରାଜହଂସୀର ଚାଲି ଅଳସୀ ।
ହାଁସିଲ କଳ ଜାଜାଜୁକୁ ସେନେୟାଃ ।

ରଣା
ସାକମ୍‍ବିଞ୍ଜ
ରଣାସାପ ଏକ ବିଷାକ୍ତ ସାପ ।
ସାକମ‍ବିଞ୍ଜ ବିଶିୟେନେ ।

ରାଜ୍ୟ
ରାଇଜ୍‍
ଆମ ରାଜ୍ୟ ଓଡିଶା ।
ଆବୁଃଏ ରାଇଜ ଓଡ଼ିଶା ।

ରୋହି
ରୁଇ
ରୋହି ମାଛ ବହୁତ ମିଠା ଲାଗେ ।
ରୁଇ ହାକୁ ଏସୁ ନଗଡ଼ା ।

ରବି
ରୁଇ
ଶନିବାର ପରେ ରବିବାର ଆସେ ।
ଶନିହାର ଚାନାବ ରୁଇହାର ହୁଜୁଃଏ ।

ଋତୁ
ଅମଲ୍‍
ବର୍ଷକ ଛଅ ଋତୁ ଅଟେ ।
ବରଷରେ ତୁରୁୟେ ଅମଲ ମେନାଃ ।

ରଙ୍ଗ
ରଂ
କାଗଜର ରଙ୍ଗ ଧଳା ।
କାଗଜଃ ଆ ରଂ ପୁଣ୍ଡି ।


logo