logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମାଙ୍କଡ଼
ମାକଳ ଏଙ୍ଗାସାରାଃ
ମାଙ୍କଡ଼ ଗଛରେ ବସିଛି ।
ଏଙ୍ଗାସାରାଃ ଦାରୁରେ ଦୁବେକେନେ ।

ଯାଆଁଳା
ଯାଓଣାଁ
ଏ ଦୁହେଁ ଯାଆଁଳା ଛୁଆ ।
ନିକିନ୍‍ ଯାଓଣାଁ ହନ୍‍କିନ୍‍ ।

ଯାଆଁଳା ଭାଇ
ଯାଓଣାଁ ହାଗେୟା
ଲବ, କୁଶ ଦୁହେଁ ଯାଆଁଳା ଛୁଆ ।
ଲବ ଅଣ୍ଡଃ କୁଶ ତିକିନ୍‍ଦ ଯାଓଣାଁ ହାଗେୟା ।

ଯୁଗ
ଯୁଉଗୁ
ଯୁଗ ଯୁଗ କେତେ ଯୁଗ ।
ଯୁଉଗୁ ଯୁଉଗୁ ଚିମିନ୍‍ ଯୁଉଗୁ ।

ରାଜା
ରାଜା
ରଜାଙ୍କର ପ୍ରଜା ଆବଶ୍ୟକ ।
ରାଜା ଲଃତେ ପ୍ରଜାକ ଗରଜ ।

ରାଜପୁତ୍ର
ରାଜା ହନ୍‍ ସେଡ୍‍/ରାଜାହନ୍‍
ରାଜା ଦଶରଥଙ୍କ ବଡ଼ ପୁଅ ରାମଚନ୍ଦ୍ର ।
ରାଜା ଦଶରଥ ୱାଃ ମାରାଂହନ୍‍ ରାମଚନ୍ଦ୍ର ।

ରାଜଜେମା
ରାଜା ଏରା
ରାଜା ଦଶରଥଙ୍କ ତିନି ରାଜଜେମା ଥିଲେ ।
ରାଜା ଦଶରଥ ୱାଃ ଆପିଏ ଏରା କତାଇ ଜେନା ।

ରାଜମିସ୍ତ୍ରି
ରାଜମିସ୍ତ୍ରୀ
ପଥର ଯୋଡ଼ିଛି ରାଜମିସ୍ତ୍ରୀ ।
ଦିରି ଜଳାଇ ପାକାବାଇ ମିସ୍‍ତିରି ।

ରାକ୍ଷସ
ରାଗସ
ରାକ୍ଷସର ପେଟ ବଡ଼ ।
ରାଗସ ବାଗସଃ ଲାଇଃ ତିୟା ।

ରାଣୀ
ରାଣୀ/ରାନି
ବାପ୍‍‌ରେ ରାଣୀ ଏତେ ସୁନ୍ଦରୀ ।
ବାବାରେ ରାଣୀ/ରାନୀ ନିମିନ୍‍ ସୁନ୍ଦର ।


logo