logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମଳମାସ
ଲାନାଚାଣ୍ଡୁଃ
ତିନିବର୍ଷରେ ଥରେ ମଳମାସ ଆସେ ।
ଆପେ ଏ ସିର୍ମେରେ ମିଶେ ଗର୍‍ଗଣିଡ୍‍ ରେ ଲାନାୱା ଚାଣ୍ଡୁ ହୁଜୁଃଏ ।

ମାପ
ଜକା
କିରୋସିନ୍‍ ତେଲ ମପା ଯାଇଛି ।
ହାସାସୁନୁମ୍‍ ଜକାୱଃ ତାନା ।

ମାଧ୍ୟମିକ ବିଦ୍ୟାଳୟ
ତାଲାମଣ୍ଡ
ମଟକା ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼େ ।
ମଟକା ତାଲାମଣ୍ଡରେ ପାଳାୱ ତାନା ।

ମୁଲତବି
ବନ୍‍ଦ/ହକା
ସଭା ମୁଲତବି ରଖାଗଲା ।
ଦୁନୁବ୍‍ ବନ୍‍ନ୍ଦ/ହକା ୟାନା ।

ମାନହାନି
ଗିୟୁଇୟୁଃ
ସରପଞ୍ଚଙ୍କ ନାମରେ ମାନହାନି ମକରଦମା ରୁଜୁ କରାଗଲା ।
ସରପଞ୍ଚୱାଃ ନୃତୁମତେ ଗିୟୁଃଇୟୁଃ କେଶକ କେଶ କିଏ ।

ମୂଳଧନ
ମୁଉଳୁ ହିତେଃ
ମୂଳଧନ ଅଛି ।
ମୁଉଳୁ ହିତେଃ ମିନାଂ ।

ମନୋହରୀ ଦୋକାନ
କିଲିମିଲି ଦୋକାନ
ଦୋକାନରେ ମନୋହରୀ ଜିନିଷ ଅଛି ।
ଦୋକାନ୍‍‌ରେ କିଲିମିଲି ଜିନିଷ ମିନାଃ ।

ମହାସୁଲ
ମାସୁଲ
ହାଟରେ ମାସୁଲ ମାଗୁଛନ୍ତି ।
ହାଆଟରେ ମାସ୍‍ଲୁକ ଆଆସିଏ ।

ମୂଲ୍ୟ ତାଲିକା
ଗନଂ ପାଳା
ଦୋକାନରେ ମୂଲ୍ୟ ତାଲିକା ଟଙ୍ଗା ଯାଇଛି ।
ଦକାନ୍‍ରେ ଗନଂପାଳା ହାକାହାକାନା ।

ମଜୁରୀ
ନାଲା
ମଜୂରୀ ଦିଅ ।
ନାଲା ଏମାଞ୍ଜପେ ।


logo