logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମୁହାଣ
ସାମାନାଂ
ପୋଖରୀ ମୁହାଣରେ ମନ୍ଦିର ଅଛି ।
ବାନ୍ଦା ସାମାନାଂରେ ମଣ୍ଡକ ମିନାଃ ।

ମହାସାଗର
ଆଗମ୍‍ ଦରେୟା
ପ୍ରଶାନ୍ତ ମହାସାଗର ।
ପ୍ରଶାନ୍ତ ଆଗାମ୍‍ ଦରେୟା ।

ମେଘ
ଗାମା
କଳା ମେଘ ।
ହେନ୍ଦେଃ ରିମିଲ୍‍ ଗାମା ।

ମଙ୍ଗଳ
ଗାନେନ
ତୋର ମଙ୍ଗଳ ହେଉ ।
ଆମାଃ ଗାନେନ ହବାଅଚା ।

ମଧ୍ୟାନ୍ନ
ତିକିନ୍‍
ଆସନ୍ତୁ ମଧ୍ୟାନ୍ନ ଭୋଜନ ଖାଇବା ।
ସିଙ୍ଗି ତିକିନ୍‍ ୟେନେ,ଏଲାବୁ ଜମେୟାଁ ।

ମଧ୍ୟରାତ୍ରୀ
ତାଲା ନିଦେ
ମଧ୍ୟରାତ୍ରିରେ କିଏ ।
ତାଲା ନିଦେରେ ଅକୟେ ।

ମୁହୂର୍ତ୍ତ
ନାଆଁଗେ
ଏ ମୁହୂର୍ତ୍ତରେ ଚାଲିଯାଅ ।
ନାଆଁଗେ ସେନଃମେ ।

ମାସ
ଚାଣ୍ଡୁଃ
ବର୍ଷକୁ ବାର ମାସ ।
ମିଃ ସିର୍ମେରେ ଗେଲବାର୍‍ ଚାଣ୍ଡୁଃ ।

ମାର୍ଗଶିର
ଶାର୍ଦ୍ଦି
ମାର୍ଗଶିର ମାସରେ ବହୁତ ଶୀତ ।
ଶାର୍ଦ୍ଦିଚାଣ୍ଡୁଃଏସୁ ରାବାଂ ।

ମାଘ
ସେନ୍ଦେରା
ମାଘ ମାସରେ ମାଗେ ପରବ ।
ସେନ୍ଦେରା ଚାଣ୍ଡୁରେ ବାଆ ପରବ ।


logo