logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମେଣ୍ଢୀ
ଏଙ୍ଗା ମିଣ୍ଡି
ମେଣ୍ଢୀ ଚରୁଛି ।
ଏଙ୍ଗା ମିଣ୍ଡି ଆତିଂ ତାନା ।

ମେଣ୍ଢା ଛୁଆ
ମିଣ୍ଡିହନ
ମେଣ୍ଢାଛୁଆ କ୍ଷୀର ପିଉଛି ।
ମିଣ୍ଡିହନ୍‍ ନୁନୁତାନା ।

ମୟୁର
ମାରାଃ
କଳାମେଘ ଦେଖି ନାଚେ ମୟୁର ।
ହେନ୍ଦେ ରିମିଲ୍‍‌ନେଲ୍‍‌ତେ ମାରାଃ ସୁସୁନେ ।

ମୟୁରୀ
ଏଙ୍ଗାମାରାଃ
ମୟୁରୀ ପାଣି ପିଉଛି ।
ଏଙ୍ଗା ମାରାଃ ଦାଃ ନୁଁ ତେନେ ।

ମୟୁରପୁଛ
ମାରାଃପିଞ୍ଚାଲ
ଦାସାଏଁ ନାଚରେ ମୟୁର ପୁଛର ଘଣ୍ଟା ବାଦନ ହୁଏ ।
ଦାସାଏଁକ ମାରାଃ ପିଞ୍ଚଲରେ ଗାନ୍‍ଟା ଡୁଙ୍ଗେ କେଏତେକ ଦାସାୟାଁ ।

ମାଛରଙ୍କା
କିକିର୍
ମାଛରଙ୍କା ପକ୍ଷୀମାଛ ଖାଏ ।
କିକିର୍‍ ହାକୁକଃଏ ଜମା ।

ମଶା
ସିକିଇଁ
ମଶା କାମୁଡ଼ିଲେ ଜ୍ୱର ହୁଏ ।
ସିକିଇଁ ହୁଃଏରେ ହା-ସୁଏ ।

ମହୁମାଛି
ଦୁମ୍‍ର
ଏ ଗଛରେ ମହୁମାଛି ଅଛନ୍ତି ।
ନେନ୍‍ ଦାରୁରେ ଦୁମୁରକ ମେନାଃ କଆ ।

ମାଛକାତି
ହାରାଁଆଡ଼୍
ଏ ମାଛର ମାଛକାତି ସଫା କର ।
ନେନ୍‍ ହାଇରେୟାଃ ହାରାଁଆଡ୍‍ ସାପା ଏମେ ।

ମାଛ ବିହନ
ହାକୁ/ହାଇ ହିତେ
ଏବେ ମାଛ ବିହନ ଗାଁ ଗାଁ ବୁଲି ବିକୁଛନ୍ତି ।
ନିମିର ହାଇ ହିତେ ହାତୁହାତୁକ ଆଗୁକତାନା ।


logo