logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମେଥି
ମିତି
ମେଥି ମହମହ ବାସୁଛି ।
ମିତି ମୁତୁତ୍‍ ସଳାନ୍‍ ତାନ୍‍ ।

ମୁକୁଟ
ରାଜା ଟୁପି
ରାଜା ମୁକୁଟ ପିନ୍ଧିଛନ୍ତି ।
ରାଜା ଟୁପିଃଏ କାନା ।

ମଥାମଣୀ
ସାମାଂ ସିଙ୍ଗେର୍‍
ମଥାରେ ମଥାମଣୀ ଅଛି ।
ବଅଃରେ ସାମାଂ ସିଙ୍ଗେର୍‍ ମିନାଃ ।

ମୁଦି
ପଲା
ହାତ ଆଙ୍ଗୁଠିରେ ମୁଦି ଅଛି ।
ପଲା ତିଇ ଗାଣ୍ଡାରେ ମିନାଃଆ ।

ମୁଣ୍ଡକଣ୍ଟା
ସୁରସେ/ସୁବା
ଏବେ ମୁଣ୍ଡକଣ୍ଟା ବଜାରରେ ମିଳୁନାହିଁ ।
ନିମିର୍‍ ସୁବା କିରିଂତେ କା ନାମୱ ତାନାଃ ।

ମାଳ
ହିଶିର
ଫୁଲ ମାଳ ଛିଣ୍ଡିଗଲା ।
ବାଆ ହିଶିର ସିଡୟାନା ।

ମଇଁଷି
କେଳା
ମଇଁଷି ହଜିଛି ।
କେଳା ଆଡ଼ାକାନା ।

ମାଙ୍କଡ଼
ମାକଳ/ଶାରାଃ
ଖଣ୍ଡଗିରିରେ ମାଙ୍କଡ଼ ଅଧିକ ।
ଖଣ୍ଡଗିରିରେ ଶାରାଃକ ଲାଲି ଗେୟା ।

ମିରିଗ, ହରିଣ
ସିଲିବ୍‍
ହରିଣ ପାହାଡ଼, ପର୍ବତରେ ରୁହେ ।
ସିଲିବ୍‍ ବିର୍‍ ବୁରୁରେଃ ତାଇନେ ।

ମେଣ୍ଢା
ମିଣ୍ଡି
ମେଣ୍ଢା ମୁଣ୍ଡ ବଡ଼ ଟାଣ ।
ମିଣ୍ଡି ବୱଃ ଏସୁ କେଳେଃୟା ।


logo