logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପିକା
ପିକା
ବୁଢ଼ାଲୋକ ପିକା ଟାଣୁଛନ୍ତି ।
ବୁଳା ପିକାଃ ସିବ ତାନା ।

ପିଠା
ଲାଡ
ପିଠା ମିଠା ଲାଗେ ।
ଲାଡ୍‍ ନଗଡ଼ା ।

ପୁରି
ପୁରୀ
ପୁରୀ ତରକାରୀ ସହିତ ଖାଆନ୍ତି ।
ପୁରୀ ଲାଡ଼୍ ଉତୁ ଲଃକ ଜମେୟ ।

ପେଜ
ମାଣ୍ଡିଦାଃ/ଦୁଣ୍ଡୁଃଦାଃ
ପେଜ ବହଳିଆ ।
ଦୁଣ୍ଡୁଃଦାଃ ଇବିଲା ।

ପରଟା
ପରଟା
ପରଟା ପିଠା ବହୁତ ମିଠା ।
ପରଟା ଲାଡ଼ ଏସୁ ନଗଡ଼ା ।

ପଲାଉ
ଅୱାରମାଣ୍ଡି
ପଲଉ ସୁଆଦିଆ ।
ଅୱାର ମାଣ୍ଡି ସିବିଲା ।

ପରମାତ୍ମା
ସିଂବୁଙ୍ଗା
ପରମାତ୍ମାଙ୍କୁ ସମସ୍ତେ ମାନନ୍ତି ।
ସିଂବଙ୍ଗା ସବେକ ମାନାତିଂ ଏଁ ।

ପାଦୁକ
ବଙ୍ଗାଆ କାଟାଦାଃ
ମନ୍ଦିରକୁ ଗଲେ ପାଦୁକ ପିଇବାକୁ ଦିଅନ୍ତି ।
ମନ୍ଦିର ସେନଃ ରେଦ ବଙ୍ଗା କାଟା ଦାଃ ନୁଁକ ଏମେୟା ।

ପ୍ରତିମା
ମୂର୍ତ୍ତି
ଲକ୍ଷ୍ମୀର ପ୍ରତିମା ।
ଲୁକୁମୀ ୟାଃ ମୂର୍ତ୍ତି ।

ପୂଜା
ବଙ୍ଗା
ରାଉଳିଆ ପୂଜା କରୁଛି ।
ଦେୱାଁ ବଙ୍ଗା ତାନା ।


logo