logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବୁଢ଼ା ଆଙ୍ଗୁଳି
ମାରାଂ ଗାଣ୍ଡା
ବୁଢ଼ା ଆଙ୍ଗୁଳିରେ ବେଶି ଶକ୍ତି ଅଛି ।
ମାରାଂ ଗାଂଣ୍ଡାରେ ପୁରେଃ ପେବେ ଏଃ ମେନା ।

ବାଳ
ବଃଅ ବାଲେ
ମୁଣ୍ଡବାଳ କାଟିବୁ ।
ବଃଅ ବାଲେ ରାଚାମେନ୍‍ ମେ ।

ବାମହାତ
ଲେଙ୍ଗାତିଇ/ଲେଂଙ୍ଗାତିଇତେ
ବାମହାତରେ ମୋତେ ଦେବୁ ନାହିଁ ।
ଲେଏଁଙ୍ଗାତିଇତେ ଆଲମ ଏମାଞ୍ଜା ।

ବାହୁ
ସୁପୁ
ବାହୁରେ ଡେଉଁରିଆ ବାନ୍ଧିବୁ ।
ସୁପୁରେ ମାନ୍ଦାଲି ତଲେମ୍‍ ।

ବେକ
ହଟଃ
ବେକରେ ହାର ।
ହଟଃରେ ହିସିର୍‍ ।

ବତି
ବାତି
ଲଣ୍ଠନରେ ବତି ଥାଏ ।
ଲାନ୍‍ଟନ୍‍‌ରେ ବାତି ମେନାଃ ।

ବତୀ
ସାକିଡ଼ ବାତି
ମହମ ବତୀ ଜଳାଅ ।
ସାକିଡ଼ ବାତି ଜୁଲେମ୍‍ ।

ବଲିତା
ସୁଳିତେ
ସନ୍ଧ୍ୟା ବେଳେ ବଲିତା ଜଳାନ୍ତି ।
ଆୟୁବ୍‍ ପାଂ ସୁଳିତେକ ଜୁଲେୟା ।

ବନ୍‍ସି କଣ୍ଟା
ବାଆଁସି ଜାନୁମ୍‍
ବନ୍‍ସି କଣ୍ଟାରେ ମାଛ ଧରନ୍ତି ।
ବାଆଁସି ଜାନୁମ୍‍‌ତେ ହାକୁକ ବାଆଁସି ତେୟା ।

ବନ୍ଧୁକ
ବୁନ୍ଦୁକ
ବନ୍ଧୁକରେ ଚଢ଼େଇ ମାରିଲା ।
ବୁନ୍ଦୁକୁତେ ଅୟେଃ ତଳେ କିଃଏ ।


logo