logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପିତଳ
ପିତେଲ୍‍
ପିତଳ ବଂଶୀ ଭଲ ବାଜେ ।
ପିତେଲ୍‍ ରୁତୁ ଏସୁ ଶାଳିଏ ।

ପଥର
ଦିରି
ପଥର କଠିନ ଅଟେ ।
ଦିରି କେଟେଃ ଏୟା ।

ଫୋଡଣି
ମାରାଂସୁଜେ
ବସ୍ତା ଫୋଡିଣିରେ ସିଲେଇ କରନ୍ତି ।
ବସତା ଦ ମାରାଂ ସୁଜେ ତେକ ଗାଃୟା ।

ଫସଲ
କିର୍‍ସି
ବିଲରେ ଫସଲ ହୋଇଛି ।
ବେଳାରେ କିର୍‍ସି ହବାଆ କାନା ।

ଫେଣା
ଚାତା
ମହୁ ଫେଣା ।
ଦୁମୁର ଚାତା ।

ଫଳ
ଜଅ
ଗଛରେ ଫଳ ଅଛି ।
ଦାରୁରେ ଜଅୱାଃ କାନା ।

ଫୁଲମାଳ
ବାଆହିସିର୍‍
ବେକରେ ଫୁଲ ମାଳ ।
ହଟଃରେ ବାଆ ହିସିର ।

ଫାସ
ପାସେ
ଲଙ୍ଗଳ ଫାସେ ।
ନାଇଲ ପାସେ ।

ଫୁଲ କୋବି
ବାଆକୁବି
ଫୁଲକୋବିର ତରକାରୀ ।
ବାଆ କୁବି ଉତୁ ।

ଫାଲଗୁନ
ବାଦି/ପାଗୁନ/ବାଆଚାଣ୍ଡୁଃ
ଫାଲଗୁନ‍ ମାସରେ ଡାଳ ପୂଜା ହୁଏ ।
ବାନ୍ଦି କଚାଣ୍ଡଃଉରେ ବାଆ ପରବ ହବାନା ।


logo