logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବାଂଫ
ଉମ୍ବେଏ
ହାଣ୍ଡିରୁ ଗରମ ବାଂଫ ବାହାରିଲା ।
ଚାଟୁଇତେ ଲଲ ଉମ୍ବେଏ ଅଲ୍‍ୟାନା ।

ବାର
ହାର
ସପ୍ତାହରେ ସାତଟି ବାର ଯାଏ ।
ମିହାଟରେ ଇୟା ହାର ସେନଃଆ ।

ବୁଧବାର
ବୁଦୁହାର
ମଙ୍ଗଳବାର ପରେ ବୁଧବାର ଆସେ ।
ମୁଙ୍ଗୁଳୁହାର ଚାନାବ ବୁଧବାର ହୁଜୁଃଏ ।

ବର୍ତ୍ତମାନ
ନାଃଆଁ
ବର୍ତ୍ତମାନ କାହିଁ ଯିବୁ ।
ନାଃଆଁ ଅକନାମ୍‍ ସେନଃଆ ।

ବର୍ତ୍ତମାନ ସମୟ
ନାଃଆଉଳି
ବର୍ତ୍ତମାନ ସମୟ ହେଲା ।
ନାଃଆଉଳି ହବାୟାନା ।

ବର୍ଷା
ଗାମା
ବର୍ଷା ଆସୁଛି ।
ଗାମା ହୁଜୁଃଉ ତେନେ ।

ବର୍ଷ
ବଚର/ସିର୍ମା
ଏକ ବର୍ଷ ହୋଇଛି ।
ମିଡ୍‍ ସିର୍ମା ହବାହ କାନା ।

ବାଦାମ‍
ବାଦାମ୍‍
ବାଦାମ୍‍ ତେଲ ।
ବାଦାମ୍‍ ସୁନୁମ ।

ବାଇଗଣୀ
ଲୀଲ୍‍ ଆରାଃ
ଆକାଶ ବାଇଗଣୀ ଦେଖାଯାଉଛି ।
ହିମିଲ୍‍ ଲୀଲ ଆରାଃତାନ୍‍ ନେଲ‍ଃତାନା ।

ବାଦାମୀ
ସାସାଂ ଗାଦେତ
ସୁର୍ଯ୍ୟ ଅସ୍ତ ସମୟରେ ଆକାଶ ବାଦାମୀ ଦେଖାଯାଏ ।
ସିଙ୍ଗି ହାସୁର ଦିପିଲାଂ ରେ ରିମିଲ୍‍ ସାସାଂ ଗାଦେଡ୍‍ ନେଲଃଆ ।


logo