logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମାଟିଘର
ହାସାକାଁତ ଅୱାଃ
ବର୍ଷାରେ ମାଟିଘର ଧ୍ୱସଂ ପାଇଗଲା ।
ଗାମାଃତେ ହାଃସାକାଁତ ଆୱାଃ ହାନ୍ଦିଇୟାନା ।

ମଞ୍ଚା
ମାଚା ଡ଼ିପେ
ମଞ୍ଚାସିନ୍‍ ସମସ୍ତ ଅତିଥି ବୃନ୍ଦ ।
ମାଚାଡ଼ିପେରେନ ସାନାମ୍‍ ଦିଲିକୁ ପୁଲକ ।

ମଦଭାଟି
ଆରକି ଗୁଦେମ୍‍
ମଦଭାଟିରେ ମାଡ଼ ଏବଂ ଗଣ୍ଡଗୋଳ ଚାଲିଛି ।
ଆରକି ଗୁଦେମ୍‍ ରେକଃ ତାପାମ୍‍ତାନାଃ ।

ମସିଣା
ଜିନ‍ତୁଜାଟି
ମସିଣା ବିଛାଅ ।
ଜିନ୍‍ତୁ ଜାଟି ବିଲେମେ ।

ମଶାରି
ସିକି ଜାଲମ୍‍
ମଶାରୀ ବାନ୍ଧ ।
ସିକିଁ ଜାଲମ୍‍ ତଲେମେ ।

ମାଠିଆ
ମାଟିଏ
ମାଠିଆରେ ହାଣ୍ଡିଆ ଢାଳି, ମୋ ଗ୍ଲାସ୍‌ରେ ଢାଳ ।
ମାଟିଏ ତେ ଡିଏଁ ତିଲେମ୍‍ ।

ମଣ୍ଡା ପିଠା
ତିଲିଲାଡ୍‍
ମଣ୍ଡାପିଠା ଭାରି ମିଠା ।
ତିକିଲାଡ୍‍ ଏସୁ ନଗଡ଼ା ।

ମହୁ
ଦୁମୁରାଶି
ମହୁ ପୂଜା କାମରେ ଲାଗେ ।
ଦୁମୁର ରାଶିକ ବଙ୍ଗାୟା ।

ମାଛ
ହାଇ/ହାକୁ
ମାଛ ପାଣିରେ ରୁହେ ।
ହାଇ ଦାଃଆରେ ତାଇନେ ।

ମାଂସ
ଜିଲୁ
କୁକୁଡ଼ା ମାଂସ ।
ସିମ୍‍ ଜିଲୁ ।


logo