logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମାଲିକ
ଗୁସିଆଁ
ମାଲିକ ଭାର ବୋହିଛନ୍ତି ।
ଗୁସିଆଁ ବାରିଃଇ ଗଅଃୱାଃ କାଡ଼ା ।

ମାଜିଷ୍ଟ୍ରେଟ୍‍
ବିଚେର ଗୁସିଂଏ
ମାଜିଷ୍ଟ୍ରେଟ ବାରିପଦାରେ ଅଛନ୍ତି ।
ବିଚେର ଗୁସିଂଏଁ ବାରିପଦାରେ ମିନାଇଏ ।

ମୋଚି
ମୁଚି
ମୋଚି ଚମଡ଼ା କାଟୁଛି ।
ମୁଚି ଉଁଉରେଃ ଗେଡ୍‍ତାନାଃ ।

ମହାଜନ
ବେପାରୀ/ଲାବାଦି
ମହାଜନ କୁସୁମ୍‍ ମଞ୍ଜି କିଣୁଛି ।
ଲାବାଦୀ ବାରୁଉଇ କିରିଂ ତାନା ।

ମାଳି
ବାଆବାକାଇ ସାପାନିଃ/ବାଗାନିୟା
ମାଳି ଫୁଲ ତୋଳୁଛି ।
ବାଗାନିୟା ବାହା ଗଡ୍‍ ତାନା ।

ମିଥ୍ୟା
ଚାକାଡ୍‍
ମିଛ କହି ମଲା ।
ଚାକାଡ୍‍ କାଜିତେଏ‍୍ ଗଏ୍‌ୟାନାଃ ।

ମଠ
ଚୁରୁଇ
ସଡ଼କ ବାଟରେ ମଠ ଅଛି ।
ସଳପ ହରାରେ ଚୁରୁଇ ମିନାଂ ।

ମନ୍ଦିର
ମଣ୍ଡକ
ମନ୍ଦିର ନିର୍ମାଣ ପାଇଁ ଟଙ୍କା ଦରକାର ।
ମଣ୍ଡକ ବାଇଲାଗିଡ୍‍ ଟାକା ଦରକାର ।

ମୁକ୍ତି
ଦୁଃଉ
ଏତେ ବଡ୍‍ ବିପଦରୁ ମୁକ୍ତି ପାଇଲା ।
ଇମିନ୍‍ ମାରାଂ ଦୁକୁଗେରାଂ ଏତେଃ ଦୁଃଉ ୟାନା ।

ମଦ
ଆର୍କି
ମଦ ଦୋକାନ୍‍‌ରେ ମଦ ମିଳେ ।
ଆର୍‍‌କି ଦକାନ୍‍‌ରେ ଆର୍‌କି ନାମୱା ।


logo