logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ମାତା
ମା'/ଏଙ୍ଗା
ମାତା ନମସ୍କାର ।
ଜଆର୍ ଗେ ମା'/ଏଙ୍ଗା ।

ମାମୁଁ
କୁମାଞ୍ଜ
ମାମୁଁଙ୍କୁ ଡାକେ ।
କୁମାଞ୍ଜ କେୟାଇମ୍‍ ।

ମାଇଁ
ହାତମ୍‍
ମାଇଁଙ୍କ ଦେହ ଖରାପ ।
ହାତମ୍‍ ହାସୁତାନା ।

ମଜୁରିଆ
ନାଲାଃତାନିଃ
ମଜୁରିଆ ମଜୁରୀକାମ କରୁଛି ।
ନାଲାଃତାନିଃଇ ନାଲାତାନା ।

ମନ୍ତ୍ରୀ
ମନ୍ତ୍ରୀ
ମନ୍ତ୍ରୀ ଦୁଆରେ ଠିଆ ହୋଇଛନ୍ତି ।
ମନ୍ତ୍ରୀ ଦୁଆରରେଏ ତିଙ୍ଗୁଏକେନେ ।

ମର‍ହଟିଆ
ଏରେଙ୍ଗା ହୋକ
ମରହଟିଆ ଲୋକମାନେ ମାଂସ ପଢ଼ୁଆକରି ଖାଉଥିଲେ ।
ଏରେଙ୍ଗା ହୋକ ବିଲୁକ ପାତାତେକ ଲାଡକେହେଃତେକ ଜମ୍‍କିନା ।

ମହନ୍ତ
ହାତୀ ବାଲା
ମହନ୍ତ ହାତୀ ପିଠିରେ ବସିଛି ।
ହାତୀବାଲା ହାତୀ ଚିତାନରେ ଦୁବେକାନା ।

ମାତାଲ୍‍
ବୁଲଃ/ବୁଲବାତୁଳାଃ
ମଦ ପିଇ ମାତଲ୍‍ ହେଉଛି ।
ଆର୍‍କି ନୁତେମ୍‍ ବୁଲଃ ତାନା ।

ମୁକ୍ତିଆର
ଅଲ୍‍ଲର୍କା
ଓକିଲଙ୍କ ପାଖରେ ଜଣେ ଜଣେ ମୁକ୍ତିଆର ଥାନ୍ତି ।
ଓକିଲ୍‍କ ତାଆଃରେ ଅଲଲର୍କା ମିଡ଼ଅ ତାଇନେ ।

ମୁର୍ଖ
ମୁରୁକୁ
ମୁର୍ଖ ମୂଷା ବିଲେଇ ସାମ୍ନାରେ ବୁଲୁଛି ।
ମୁରୁକ କାଟେୟା ବିଲେ ଏ ଆୟାରରେ ନିର୍‍ବାଏ ତାନାଃ ।


logo