logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବହି
କିତେବ୍‍/ପୁତି
ବହି ପଢ଼ ।
କିତେବ୍‍ ପାଳାୱ ମେ ।

ବହି ତାଲିକା
କିତେବ୍‍ ନୁମୁ
ହସ ଖେଳ ବହି ତାଲିକାରେ ଅଛି ।
ଲାନ୍ଦାଇନୁଂ ନୁମୁଲେକାରେ ମେନାଃ ଆ ।

ବିଦ୍ୟାଳୟ
ମଣ୍ଡ
କେଉଁ ବିଦ୍ୟାଳୟରେ ପାଠ ପଢ଼ୁଛୁ ।
ଅକନ୍‍ ମଣ୍ଡ ରେମ୍‍ ପାଳାୱା ତାନା ।

ବନ୍ଦୀଶାଳା
ପାଟୁଇ ଅଳାଃ
ବନ୍ଦୀଶାଳାରେ ଅଛନ୍ତି ।
ପାଟୁଇଅଳାଃରେ ମେନାଃ ଇଏ ।

ବ୍ୟବସାୟ
ଲାବାଦି
କ'ଣ ବ୍ୟବସାୟ କରିବୁ ।
ଚେନାଃ ଲାବାଦି ବାଇଏ ?

ବ୍ୟବସାୟୀ
ଲାବାଦିଏ
ଲୁଗା ବ୍ୟବସାୟୀ ।
ଲିଜାଃ ଲାବାଦିଏ ।

ବଜାରଦର
ବାଜାରଗନଂ
ଆଳୁ ବାଜାର ଦର କେତେ ।
ଆଲୁ ବାଜାରଗଂନ ଚିଲିକେ ?

ବିକ୍ରୟ ମୂଲ୍ୟ
ଆକାରିଂ ଗନଂ
ଏହି ଲୁଗାର ବିକ୍ରୟ ମୂଲ୍ୟ କେତେ ।
ନେନ୍‍ ଲାଜାଃ ରେୟା ଆକାରିଂ ଗନଂ ଚିଲିକେ ?

ବାରସି
ହାସି
ବାରସି ଧର ।
ହାସି ସାବେମ୍‍ ।

ବଟାଳି
ରୁକେ
ବଟାଳି ଆଣ ।
ରୁକେ ଆଗୁଇମେ ।


logo