logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବାଣ/ବାରୁଦ
ବାରୁଦୁ
ବାରୁଦ/ବାଣ ଫୁଟିଲା ।
ବାରୁଦୁ ପୁଟାୟାନାଃ ।

ବର୍ଛା
ବୁରସି
ବର୍ଛାରେ ଭୁସି ଦେଲେ ।
ବୁରସି ତେକ ଶବଃ କିଏଃ ।

ବାଣ୍ଟିବା
ହାଟିଂ
ବାଣ୍ଟି ଦିଅ ।
ହାଟିଂ ଏ ବେନ୍‍ ।

ଭାଇ
ଦାଦା
ଭାଇ ଆସ ।
ଦାଦା ହୁଜୁଃଉମେ ।

ଭାତୁଡ଼ି
ଜନେ
ଆରେ ତୁମ ମୁହଁରେ ଭାତୁଡ଼ି ।
ମଚାରେ ଜନେୟା କାନାମ୍‍ ।

ଭାଇ
ଦାଦା
ଭାଇ ଆସ ।
ଦାଦା ହୁଜୁଃଉମେ ।

ଭଉଣୀ
ମିଶିକୁଇ
ଭଉଣୀ ସ୍କୁଲକୁ ଗଲା ।
ମିଶିକୁଇ ମଣ୍ଡତେଏ ସେନଃୟାନା ।

ଭାଉଜ
ହିଲି
ଭାଉଜ ଆମ୍ବ ଖାଉଛନ୍ତି ।
ହିଲି ଜମ୍‍ତାନା ଉଲ୍ଲି ।

ଭାଣିଜୀ
ଗେ କୁଇ/ଗେଞ୍ଜ
ଭାଣିଜୀକୁ ବାହା ଦେଲେ ।
ଗେଞ୍ଜ କୁଇ ଆହାନ୍ଦିଃ କିଏଃ ।

ଭଣଜା
ଗେ କଆ
ଭଣଜା ଚେନାଇ ଗଲା ।
ଗେକଆ ଚେନାଇଁ ସେନଃୟାନା ।


logo