logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଭାୟା ବା ଜ୍ଞାତି
ହାଗେୟାଃ ତାଲା
ଲବ,କୁଶ ଦୁହେଁ, ଭାୟା ବା ଜ୍ଞାତି ଅଟନ୍ତି ।
ଲବ, କୁଶ କିନ୍‍ ହାଗେୟାଃ ତାଲାରେନ୍‍ କିନ୍‍ ।

ଭଦ୍ରଲୋକ
ସୁରୁୟେମ୍‍
ଭଦ୍ରଲୋକ ଆସିବେ ।
ସୁରୁୟେମ ହ'କ ହୁଜୁଃଏ ।

ଭିଣୋଇ
ତେଞ୍ଜାଂ/ତେଆଂ
ଭିଣୋଇ ଠିଆ ହୋଇଛନ୍ତି ।
ତେଞ୍ଜାଂ ତିଙ୍ଗୁଏକେନେ ।

ଭକ୍ତ
ବଗତା
ଭକ୍ତଟି ଡରୁଛି ।
ବଗତା ବରୟେ ତାନାଃ ।

ଭାରୁଆ
ଗ ଗଃ ତାନିଃ
ଭାରୁଆ ଭାର ବୋହିଛି ।
ଗ ଗଃ ତାନିଃ ଗଅଃତାନା ।

ଭଣ୍ଡାରି
ବାରାଣ୍ଡି
ଭଣ୍ଡାରି ମୁଣ୍ଡ ବାଳ କାଟିଛି ।
ବାରାଣ୍ଡି ବ୍‍ଅଃ ବାଲେଏ ରାଚାମ୍‍ ତାନା ।

ଭିକ୍ଷା
କୟେ
ଭିକ୍ଷା ଦିଅ ।
କୟେ ଏମାଇ ପେଃ ।

ଭକ୍ତି
ଇୟାମ୍‍
ଭଗବାନଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଅଛି ।
ସିବଙ୍ଗା ତାଃରେ ସବେନକୱା ଇଏମ୍‍ ମିନାଃ ।

ଭୋଜନାଳୟ
ଜମ୍‍ନୁଁ ଅୱାଃ
ଭୋଜନାଳୟ ସଫା ଅଛି ।
ଜମ୍‍ନୁଂ ଅୱାଃ ସାପାମିନାଃ ।

ଭଣ୍ଡାର
ଗିନିଷି ଜଗାଓ ଅୱାଃ
ଭଣ୍ଡାର ଘରେ ତାଲା ଦିଆଯାଇଛି ।
ଗିନିଷ ଜଗାଓ ଅୱାଃ କୁଲ୍‍ପୁଃଏ କେନେ ।


logo