logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବିନିମୟ
ବଦଲ
ଟଙ୍କା ବିନିମୟରେ ଧାନ ଦେଲା ।
ଟଙ୍କା ବଦଲତେ ବାବାଏ ଏମାଇଃୟା ।

ବିକ୍ରୟ
ଆକାରିଂ
ଲଙ୍କା ବିକ୍ରୟ ପାଇଁ ହାଟକୁ ଯାଇଥିଲି ।
ମାରିଚ ଆକାରିଂ ଲାଗିଡ୍ ହାଟଞ୍ ସେନ୍‌ଲେନା ।

ବଜାର
ଆପାସିପାଳା
ବଜାର ସେନଃଆ ।
ଆପାସିପାଳା ସେନଃଆ ।

ବହିନା
ଆକାରିଂ ଉଙ୍କୁଳୁ
ବହିନା କରିନାହିଁ ।
ଆଉରିଞ ଆକାରିଂ ଉଙ୍କୁଳୟା ।

ବଣିକ
ଆକାରିଂନଃ
ବଣିକମାନେ ବିଦେଶକୁ ବେପାର କରିବାକୁ ଯାନ୍ତି ।
ଦୋକାନରେ ଆକାରିଂ ନିଃ ମେନାଃଇୟା ।

ବିଶ୍ରାମଗାର
ଜିରାଓ ଉସେମ
ବିଶ୍ରାମଗାରରେ ଲୋକଟି ବିଶ୍ରାମ ନେଉଛି ।
ଜିରାଉସେମ୍‍‌ରେ ହୋ ଜିରୱନ୍‍ ତାନା ।

ବାଲି
ଗିତିଲ୍‍
ଛୁଆମାନେ ବାଲିରେ ଖେଳୁଛନ୍ତି ।
ହନକ ଗିତିଲ୍‍‌ରେକ ଇନୁଂତାନା ।

ବିରୁଡ଼ି
ସୁରପାଂ
ବିରୁଡ଼ି ଫୁଡ଼ିଲେ ବହୁତ ବ୍ୟଥା ହୁଏ ।
ସୁରପାଂ ତୁଉଦ ଏସୁ ହାସୁଏ ।

ବିଜୁଳି
ବିଜିଲି/ହିଚିର୍‍
ବିଜୁଳି ମାରିଲା ।
ହିଚିର୍‍ କେଡ଼ାଃଏ ।

ବାୟୁମଣ୍ଡଳ
ହୟ ପିଳି
ଆମେ ସବୁ ବାୟୁମଣ୍ଡଳରେ ବାସ କରୁ ।
ଆବୁ ସବେନ୍‍ ହୟ ପିଳିରେ ମେନାଃ ବୁଏ ।


logo