logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବାଦୁଡ଼ି
ବାଦୁଳି
ବାଦୁଳି ଉଡ଼ି ଗଲା ।
ବାଦୁଳି ଆପିରିୟାନା ।

ବିଛା
ମାର୍‍ମାର୍‍
ବିଛା କାମୁଡିଲେ ବିଷ ଚଢ଼େ ।
ମାର୍‍ମାର୍‍ ତୁ ବିସି ରାକାବା ।

ବୋଡ଼ାସାପ
ବଡ଼ା ବିଞ୍ଜ
ବୋଡା ସାପ ଛେଳିକୁ ଧରିଲେ ଗିଳି ଦିଏ ।
ବଡ଼ା ବିଞ୍ଜ ମେରେମେଃ ସାବ୍‍ କିରେ ଉଡ଼ିୟ ।

ବିଷ
ମାଉରେ
ବିଷ ପିଇଲେ ମରନ୍ତି ।
ମାଉରେ ନୁଁ କେଏରେ ଗହଗଃଏୟା ।

ବଜ୍ରକାପ୍ତା
ହାର୍‍ମୁ
ବଜ୍ରକାପ୍ତା ରାତିରେ ଚୋରନ୍ତି ।
ହାର୍‍ମୁ ନିଦେକ ଆତିଂଞ୍ଜେ ।

ବିଷଦାନ୍ତ
ବିସିଦାଟା
ନାଗସାପରେ ବିଷଦାନ୍ତ ଥାଏ ।
ପାଣ୍ଡୁନାଗୁ ବିଞ୍ଜରେ ବିସିଦାଟା ମେନାଃ ।

ବେଙ୍ଗ
ଚକେ
ବେଙ୍ଗକୁ ସାପ ଧରିଲା ।
ଚକେ ବିଞ୍ଜ ସାବ୍‍ କିଃଏ ।

ବସା
ବାସା
ତୁମ ବସା କେଉଁଠି ।
ଆମାଃ ବାସା ଅକନ୍‌ରେ ।

ବୁଢ଼ିଆଣି
ବିନ୍ଦିରାମ
ବୁଢିଆଣି ଜାଲରେ ଚଢ଼େଇ ଲାଗିଛି ।
ବିନ୍ଦିରେମ ଜାରଜାଲିରେ ଅୟେ ଟଃଆ କାନା ।

ବଳକା
ସାରେଃଏ
ତୋ ପାଖରେ କେତେ ବଳିଲା ।
ଆମ ତାଃରେ ଚିମିନ୍‍ ସାରେଃ ଏୟାନା ।


logo