logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବିଲେଇ
ବିଲେଏ
ବିଲେଇ ଡାକେ ମିୟାଉ ମିୟାଉ ।
ବିଲେଏ ରାଃଆୟା ମୟାଂ ମିୟାଂ ।

ବରାହ
ବିର୍‍ସୁକୁରି
ବରାହ କଳା ଦେଖାଯାନ୍ତି ।
ବିର୍‍ସୁକୁରି ହେନ୍ଦେଗେକ ନେଲଃଆ ।

ବିଲୁଆ
ତୁୟୁ
ବିଲୁଆ ବଡ଼ ଚତୁର ।
ତୁୟୁ ଏସୁ ସିୟାଣିଏଁ ।

ବାଘ
କୁଲେ
ବାଘ ଗର୍ଜନ କଲା ।
କୁଲେ ଗାର୍‍ଜାୱୟେ କିଡ଼ା ।

ବାଘୁଣି
କୁଲେଏଙ୍ଗା
ବାଘୁଣି ବୁଲୁଛି ।
କୁଲେଏଙ୍ଗା ହନର୍‍ତାନା ।

ବଡ଼ମୂଷା
ମାରାଂଗୁଳୁ
ବଡ଼ମୂଷା ଧାନ ଖାଉଛି ।
ମାରାଂଗୁଳୁ ବାବାଃଏ ଲେଟେଃ ତାନା ।

ବିଲେଇ ଛୁଆ
ବିଲେଏହନ୍‍
ବିଲେଇ ଛୁଆ ଧାଉଁଛି ।
ବିଲେଏ ହନ୍‍ ନିରେ କାଡ଼ା ।

ବଣି
ରାମି
ବଣି କିଚିରି ମିଚିରି ଡାକେ ।
ରାମି ଚେର ବେର ରାଃଆଏ ତାନା ।

ବଗ
କଃଅ
ବଗ ଧଳା ଦେଖାଯାଏ ।
କଃଅ ପୁଣ୍ଡିଗେଃ ନେଲଃଆ ।

ବାୟାଚଢ଼େଇ
ତାଳୁ ଅୟେ
ଖଜୁରୀ ଗଛରେ ବାୟା ଚଢ଼େଈର ବସା ।
କିଜୁର୍‍ ଦାରୁରେ ଚାଳୁ ଏୟେୟାଃ ଲୁଗା ।


logo