logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ବିଲାତି ବାଇଗଣ
ବିଲାତି ବେଗାଂ
ବିଲାତି ଖଟା ।
ବିଲାତି ମରଃଏ ।

ବନ୍ଧାକୋବି
ପଳମ୍‍କୁବି/ପୁଟୁଏ କୁବି
ବନ୍ଧାକୋବି ତରକାରୀ କରନ୍ତି ।
ପୁଟୁଏ କୁବି ଉତୁୟେକ ।

ବରକୋଳି
ବାଇଜଅ
ବରକୋଳି ମିଠା ଲାଗେ ।
ବାଇଜଅ ନଗଡ଼ା ।

ବର
ବାଇ
ବର ଗଛ ।
ବାଇ ଦାରୁ ।

ବେଲ
ବେଏଲ୍‍
ବେଲ ଫଳ ଟାଣୁଆ ।
ବେଏଲ୍‍ ଜଅଦ କେଳେଃଆ ।

ବେତ
ବେଏଁଟେ
ବେତ ବାଡ଼ି ।
ବେଏଁଟେ ଦାଣ୍ଡାଃ ।

ବଗିଚା
ବାଗାନ୍‍
ବଗିଚାରେ ଫୁଲ ଫୁଟିଛି ।
ବାଗାନ୍‍‌ରେ ବାଆ ପୁଟେୱା କାନା ।

ବର୍ଷାତି
ଗାମାସୁତୁଇ
ବର୍ଷା ଦିନରେ ବର୍ଷାତି ବ୍ୟବହାର କରନ୍ତି ।
ଗାମାଦିନ୍‍ ଗାମାସୁତୁଇ କ ସୁତୁଇନ୍‍ ତେୟା ।

ବାଜୁ
ବାଜୁ
ବାଜୁ ବାହୁରେ ବାନ୍ଧନ୍ତି ।
ବାଜୁଦ ସୁ ପୁ ରେକ ତଲେୟା ।

ବଳଦ
ହାଳା
ବଳଦରେ ହଳ କରନ୍ତି ।
ହାଳା ତେକ ସିଉଃଆ ।


logo